Posted inଖେଳ

କାଉଣ୍ଟି କ୍ରିକେଟ ନ ଖେଳନ୍ତୁ ବୁମ୍‌ରା

ନୂଆଦିଲ୍ଲୀ, ୧୧ା୫ (ପି.ଟି.)-ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳି କାଉଣ୍ଟି କ୍ରିକେଟ ଖେଳିବା ଲାଗି ବ୍ୟଗ୍ର ହେବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଓ୍ବାସିମ ଆକ୍ରାମ। ବୁମ୍‌ରା କ୍ରିକେଟର ସମସ୍ତ ଫର୍ମାଟରେ ଖେଳୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ତାଙ୍କର ଖୁବ୍‌ ଚାହିଦା ରହିଛି। ପୂର୍ବାପେକ୍ଷା ଆଜିକାଲି କ୍ରିକେଟ ଖେଳ ବଢ଼ି ଚାଲିଛି। ବୁମ୍‌ରା ଭାରତର ନମ୍ବର ଓ୍ବାନ ବୋଲର ହୋଇଥିବାରୁ କାଉଣ୍ଟି କ୍ରିକେଟ ପଛରେ ନ ଗୋଡ଼ାଇ ସମୟ ମିଳିଲେ ବିଶ୍ରାମ ନେବା ଉଚିଚ୍‌। ଯୁବ ଖେଳାଳିମାନେ ଅଧିକ ସଂଖ୍ୟାରେ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବା ଜରୁରୀ। ଏହାଦ୍ୱାରା ସେମାନେ ବୋଲିଂକୁ ଅଧିକ ମାର୍ଜିତ କରିପାରିବେ ବୋଲି ଆକ୍ରାମ କହିଛନ୍ତି। ଆକ୍ରାମଙ୍କ ମତରେ ଜଣେ ବୋଲରର ଦକ୍ଷତା ଟି୨୦ ନୁହେଁ କ୍ରିକେଟରୁ ଲମ୍ବା ଫର୍ମାଟରୁ ମାପି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ

ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ...

କରିନାଙ୍କ ପୁଅ ହେବ ନା ଝିଅ: ଜ୍ୟୋତିଷ କଲେ ଭବିଷ୍ୟବାଣୀ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ପ୍ରଶଂସକମାନେ ମଧ୍ୟ ନୂଆ ଅତିଥିଙ୍କ...

ଆଇପିଏଲ ବିବାଦ ପରେ ଅନୁଷ୍କାଙ୍କ ସହ ମନ୍ଦିର ପହଞ୍ଚିଲେ ବିରାଟ କୋହଲି, ୟୁଜର୍ସ କହିଲେ ପ୍ରଥମେ ଲଢେଇ କର ପୁଣି ମନ୍ଦିର ଯାଅ

ନୂଆଦିଲ୍ଲୀ,୩।୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ଅନୁଷ୍କାଙ୍କ ଜନ୍ମଦିନରେ ପତି ତଥା କ୍ରିକେଟର ବିରାଟ କୋହଲି...

କୋହଲିଙ୍କୁ କ୍ଷମା ମାଗିଲେ ଷ୍ଟେନ୍‌

ଜୋହାନ୍ସବର୍ଗ,୧୪।୮- ଆହତ ସମସ୍ୟା ଯୋଗୁ ପେସର ଡେଲ ଷ୍ଟେନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏବେ ସମ୍ପୂର୍ଣ୍ଣ ଫିଟ୍‌ ଓ ଉପଲବ୍ଧ ଥିଲେ...

ବାର୍ଟିଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ପ୍ୟାରିସ, ୯ା୬ (ଏଏଫ୍‌ପି)- ଫ୍ରେଞ୍ଚ ଓପନ୍‌ ସିଙ୍ଗଲ୍ସ ଟାଇଟଲ ଜିତି ଆସଲେ ବାର୍ଟି ଅଷ୍ଟ୍ରେଲିଆର ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ପରିସମାପ୍ତି ଘଟାଇଛନ୍ତି। ଶନିବାର ଏକ ଏକତରଫା...

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ...

‘ଆମେ ମେଡାଲ ଫେରାଇ ଦେବୁ’ ମିଡନାଇଟ ହଙ୍ଗାମା ପରେ ରେସଲରଙ୍କ ପ୍ରଥମ ପ୍ରେସ କନଫରେନ୍ସ, କହିଲେ ଆମ ଲଢେଇ ସରକାରଙ୍କ ସହ ନୁହେଁ

ନୂଆଦିଲ୍ଲୀ,୪।୫: ଜନ୍ତର ମନ୍ତରରେ ବୁଧବାର ବିଳମ୍ବିତ ରାତିରେ ହଙ୍ଗାମା ପରେ ଧାରଣାରେ ବସିଥିବା ରେସଲରମାନେ ଗୁରୁବାର ସକାଳେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏମାନେ କହିଛନ୍ତି...

ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ...

Advertisement
Archives

Model This Week