କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାଯୋଗୁ ଗୋଟିଏ ସମୟରେ ବହୁ ୟୁଜର ଇଣ୍ଟରନେଟ୍‌ ପ୍ଲାଟର୍ଫମ ସହିତ ଜଡ଼ିତ ରହୁଛନ୍ତି। ତେଣୁ ଇଣ୍ଟରନେଟ୍‌ ସ୍ପିଡ୍‌ କମିବାରେ ଲାଗିଛି। ଘରେ ରହିକାମ କରୁଥିବା କର୍ମଚାରୀଙ୍କୁ ଲଗାତାର ଷ୍ଟ୍ରିମିଂ ଏବଂ ସର୍ଫିଙ୍ଗ୍‌ କରିବାକୁ ପଡୁଛି। ଏହାର ପ୍ରଭାବରେ ଇଣ୍ଟରନେଟ୍‌ ସ୍ପିଡ୍‌ କମୁଥିବାରୁ କାର୍ଯ୍ୟ ପ୍ରକ୍ରିୟା ଧୀମା ରହୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏରୋ ଇଣ୍ଡିଆ ଶୋ’: ତେଜସ୍‌ରେ ଉଡିଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୪ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ଗୁରୁବାର କର୍ନାଟକର ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ଶୋ’ରେ ଲାଇଟ୍ କାମ୍ବ୍ୟାକ୍ଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ତେଜସ...

ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍‌ ହେଉଛନ୍ତି କଲାମ୍‌ଙ୍କର ୩ ପୁଅ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ...

ଅପରେଶନ୍‌ ଅଲ୍‌ ଆଉଟ୍‌, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୫।୫ : ଜମ୍ମୁ-କଶ୍ମୀରର ବାରମୁଳାର କରେରି ଅଞ୍ଚଳର ନଜିଭାତ ଛକ ଠାରେ ଆତଙ୍କବାଦୀଙ୍କ ସହିତ ପୋଲିସ ଏବଂ ସେନା ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ...

ବଢୁଛି ମହାରାଷ୍ଟ୍ର ବନ୍ୟା ମୃତ୍ୟୁ ସଂଖ୍ୟା, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୭: ମହାରାଷ୍ଟ୍ରରେ ବର୍ଷା ଛାଡି ଯାଇଥିଲେ ବି ବନ୍ୟା ପ୍ରଭାବିତ ଜିଲାର ପରିସ୍ଥିତି ଗମ୍ଭିର ହୋଇ ପଡିଛି । ବନ୍ୟା ପ୍ରଭାବିତ ପ୍ରାୟ ୮୯...

କଂଗ୍ରେସରେ ସାମିଲ ହେଲେ ହରକ ସିଂ ରାୱତ

ଡେରାଡୁନ,୨୧ ।୧: ଉତ୍ତରାଖଣ୍ଡର ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହରକ ସିଂ ରାୱତ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାପରେ ସେ ହରିଶ...

ପାର୍ଲାମେଣ୍ଟ ଭବନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୩(ପି.ଟି.):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟ ଭବନ ପରିସରକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ସୋମବାର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାର୍ଲାମେଣ୍ଟ ଭିତରକୁ ଯାଉଥିବା...

ତିହାର ଜେଲରେ ବିରୋଧୀ ଗ୍ୟାଙ୍ଗ୍‌ ଆକ୍ରମଣରେ ତାଜପୁରିୟା ନିହତ

ନୂଆଦିଲ୍ଲୀ,୩ା୫ : ଦିଲ୍ଲୀର ତିହାର ଜେଲରେ ମଙ୍ଗଳବାର ସକାଳେ ବିରୋଧୀ ଗ୍ୟାଙ୍ଗ୍‌ ଆକ୍ରମଣରେ ଗ୍ୟାଙ୍ଗ୍‌ଷ୍ଟର ଟିଲ୍ଲୁ ତାଜପୁରିୟା ନିହତ ହୋଇଛନ୍ତି। ତାଙ୍କ ମୃତଦେହରେ ୯୨ କ୍ଷତଚିହ୍ନ...

୭୦ ବର୍ଷ ପରେ ଚିତା ଫେରିଲା

ଶିଓପୁର,୧୮ା୯: ସାତ ଦଶନ୍ଧି ପରେ ଭାରତରେ ଦେଖିବାକୁ ମିଳିଛି ଚିତା। ପ୍ରାୟ ୮ ହଜାର କିଲୋମିଟର ଯାତ୍ରା କରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ସ୍ବତନ୍ତ୍ର ବିମାନ...

Advertisement
Archives

Model This Week