Posted inଜାତୀୟ

କର୍ନାଟକରେ ଏକାକି ନିର୍ବାଚନ ଲଢିବ କଂଗ୍ରେସ

ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା ଦଳ ସେକ୍ୟୁଲାର(ଜେଡିଏସ୍‌) ସହ ମେଣ୍ଟକୁ ଦାୟୀ କରୁଛି। ବିରପ୍ପା ମୋଇଲିଙ୍କ ପରେ କେ ଏଚ୍‌ ମୁନିଅପ୍ପା ଏବେ କଂଗ୍ରେସର ପରାଜୟ ପାଇଁ ମେଣ୍ଟକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଏହି ମେଣ୍ଟ କେବଳ କଂଗ୍ରେସ ପାଇଁ ନୁହେଁ ଜେଡିଏସ୍‌ ପାଇଁ ମଧ୍ୟ ମହଙ୍ଗା ପଡିଛି। ଏଚ୍‌ ଡି ଦେବଗୌଡାଙ୍କ ଭଳି ନେତା ଏଠାରେ ହାରିଥିବା ଆମେ ଦେଖିଛୁ। ତେବେ ଆମେ ମେଣ୍ଟ ସରକାର ଚଳାଇଲେ ମଧ୍ୟ ପଞ୍ଚୟତ ନିର୍ବାଚନରେ କଂଗ୍ରେସ ଏକାକି ଲଢିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ବିଦାୟୀ ଭାଷଣ: କହିଲେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ କରିଛି ପୂରଣ

ନୂଆଦିଲ୍ଲୀ,୨୪।୭: ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରବିବାର ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ପାଞ୍ଚ ବର୍ଷ...

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୧୫।୯ : ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ନୌଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ...

ଅତିକଙ୍କୁ ହତ୍ୟା ଲଜ୍ଜାଜନକ ଘଟଣା: ଗର୍ଜିଲେ ମମତା ଦିଦି…

କୋଲକାତା,୧୬।୪ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ-ରାଜନେତା ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି...

ଡାକ୍ତରଙ୍କ ଅବସର ଗ୍ରହଣ ବୟସ ୭୦ ବର୍ଷକୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ଗୁଆହାଟୀ, ୨୦।୮ : ଆସାମ ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରଙ୍କ ଅବସର ବୟସକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଡାକ୍ତରଙ୍କ ଅବସର ବୟସ ବଢ଼ାଇବାକୁ...

ରୋହିଙ୍ଗ୍ୟାଙ୍କୁ ତତ୍କାଳ ନିର୍ବାସିତ କରିବା ଯୋଜନା ନାହିଁ, ସାନି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨।୧୧: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ...

ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଲା ଭାଜପା ମେଣ୍ଟ

ଲକ୍ଷ୍ନୌ,୨୩।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭାଜପା ସହ ମେଣ୍ଟ କରିଥିବା ଆପନା ଦଳ ରବିବାର ତା’ର ପ୍ରଥମ ମୁସଲିମ ପ୍ରାର୍ଥୀଙ୍କ ନାମ ଘୋଷଣା...

ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲାପାଳ: ଉଠିଲା ବିବାଦ

ହାଇଦ୍ରାବାଦ,୨୧।୬: ତେଲଙ୍ଗାନାରେ ସିଦ୍ଦିପେଟ ଜିଲାପାଳ ଭେଙ୍କଟାରାମ ରେଡ୍ଡୀ ଉଚ୍ଚ ପଦାଧିକାରୀ ତଥା ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ପାଦ ଛୁଇଁଛନ୍ତି। ଏହାକୁ...

କେଜରିଓ୍ବାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରା ଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ...

Advertisement
Archives

Model This Week