Posted inଜାତୀୟ

କରୋନା ଭାଇରସ ମୁକାବିଲା ପାଇଁ କେରଳ ଜେଲରେ ଖୋଲିଲା ସ୍ବତନ୍ତ୍ର ସେଲ

ଥିରୁଭାନନ୍ତପୁରମ,୧୦।୩: କେରଳରେ କୋଭିଡ-୧୯ ପଜିଟିଭ ଥିବା ୬ ଜଣଙ୍କୁ ସୋମବାର ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜେଲ ମହାନିର୍ଦ୍ଦେଶକ ରିଷି ରାଜ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଂ କହିଛନ୍ତି ରାଜ୍ୟର ସମସ୍ତ ଜେଲରେ କରୋନା ପାଇଁ ସ୍ବତନ୍ତ୍ର ଆଇସୋଲେଶନ ସେଲ୍‌ ଖୋଲାଯିବ। ଯଦି କୌଣସି କଏଦୀଙ୍କ ନିକଟରେ ଥଣ୍ଡାକାଶ ଦେଖାଦେଲା ତାଙ୍କୁ ତୁରନ୍ତ ଆଇସୋଲେଶନ ସେଲକୁ ସ୍ଥାନାନ୍ତର କରାଯିବ। ସେଠାରେ ସେମାନଙ୍କୁୁ ଅତିକମ୍‌ରେ ୬ଦିନ ରଖି ଚିକିତ୍ସା କରାଯିବ। ତେବେ ପାରୋଲରୁ ଫେରିଥିବା କଏଦୀମାନଙ୍କୁ ପ୍ରଥମେ ଅଲଗା ରଖାଯାଇ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଦେଢ଼ବର୍ଷ ପରେ କେରଳରେ ଖୋଲିବ ସିନେମା ହଲ୍‌

ଥିରୁଭାନନ୍ତପୁରମ୍‌,୨୩ା୯: କରୋନା ମହାମାରୀ ଯୋଗୁ କେରଳରେ ଦେଢ଼ ବର୍ଷରୁ ଅଧିକ ସମୟ ହେବ ସିନେମା ହଲ୍‌ ବନ୍ଦ ରହିଥିଲା। ସ୍କୁଲ ପରେ ଏବେ କେରଳ ସରକାର...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଜାତିର ପିତା-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦିଲ୍ଲୀ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ପବିତ୍ର ଜନ୍ମ ଦିବସ ଅବସରରେ...

ଆମ୍ମାଙ୍କ ବିନା ଏଥର ହେବ ତାମିଲନାଡୁ ନିର୍ବାଚନ: ଅଣ୍ଟା ଭିଡିଲାଣି ଭାଜପା

ଚେନ୍ନାଇ,୨୭ ।୨: ଏଥର ତାମିଲନାଡୁ ବିଧାନସଭା ନିର୍ବାଚନ ନୂଆ କଳେବର ନେଇ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି । ଏଥର ନିର୍ବାଚନରେ ଦଶକ ଦଶକ...

ଆରପାରିରେ ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ

ଡେରାଡୁନ୍‌, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ...

ଗାଈକୁ ନେଇ ମହିଳା ଆଇଏଏସ୍‌, ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଝଗଡା

ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା...

‘ନଭେମ୍ବର ପରେ ରାମମନ୍ଦିର’

ଅଯୋଧ୍ୟା,୧୬ା୯(ଆଇଏଏନ୍‌ଏସ୍‌): ନଭେମ୍ବର ପରେ ଅଯୋଧ୍ୟାରେ ବିଶାଳ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି। ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ...

Advertisement
Archives

Model This Week