କରୋନା ଭାଇରସ: ପୁଣିଥରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୪।୩: କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଭୟଙ୍କର ରୂପ ନେବାକୁ ଯାଉଛି ବୋଲି ଆଲୋଚନା ହେଉଛି। ସୋମବାର ଦେଶରେ ଏକାଥରେ ୯୯ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏବେ ଏହା ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି। ସୋମବାର ୨ ଜଣଙ୍କ ମୃତ୍ୟୁ ହେବା ସହ ଏବେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଅତିକ୍ରମ କରି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରାୟ ୩୦ ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କିଛି ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି। ଏହାପରେ ବି ଅଧିକାଂଶ ସ୍ଥାନରେ ଲୋକେ ଖୋଲାଖୋଲି ଭାବେ ବୁଲୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ଆରମ୍ଭରୁ ଡରାଇଲାଣି କରୋନା! ଗତ ୨୪ ଘଣ୍ଟାରେ ୧୬୬ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୦।୧୨: ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନା ଜୀବାଣୁ ଶୀତର ଆଗମନ ସହିତ ପୁଣିଥରେ ଭାରତରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଗତ...

କୋଭିଡ ଭ୍ୟାକ୍ସିନ ଯୋଗୁ ବଢୁଛିକି ଯୁବବର୍ଗଙ୍କ ମୃତ୍ୟୁ ହାର, ଜବାବ ଦେଲା ଆଇସିଏମଆର

ନୂଆଦିଲ୍ଲୀ,୨୧।୧୧: କୋଭିଡ -୧୯ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡ଼ ଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ। ଦେଶର ଲୋକଙ୍କୁ...

କରୋନାର ନୂଆ ଭାରିଆଣ୍ଟ ବଢ଼ାଇଲା ବୈଜ୍ଞାନିକଙ୍କ ଚିନ୍ତା, ଟୀକା ଫେଲ୍ ମାରିବା ଆଶଙ୍କା

ନୂଆଦିଲ୍ଲୀ,୮।୧୧: ଆମେରିକା ଏବଂ ବିଶ୍ୱର ଅନ୍ୟ ୧୧ ଦେଶରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ବୈଜ୍ଞାନିକ ମାନଙ୍କ ଚିନ୍ତା ବଢ଼େଇ ଦେଇଛି। ଏନେଇ ଆମେରିକାର...

ପୁଣି ଡରାଇଲାଣି କରୋନା, ଗତ ୨୪ ଘଣ୍ଟାରେ ୪୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୮।୧୦: ଗତ ପ୍ରାୟ ଏକ ବର୍ଷ ଧରି ଭାରତରେ ବିଶ୍ୱ ମହାମାରୀ କରୋନା (କୋଭିଡ ୧୯) ମାମଲା ଶାନ୍ତ ରହିଛି। କିନ୍ତୁ ଗତ କିଛି ଦିନ...

ସିଡିସି ନିୟମ ପାଳନ କରି ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବାଇଡେନ

ଓ୍ବାଶିଂଟନ,୬।୯: ଜି -୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପ୍ରସ୍ତୁତି ଶେଷ ହୋଇଛି। ଏଥି ସହିତ ଆମେରିକାର ରାଷ୍ଟ୍ରପତି...

ଜିଲ ବାଇଡେନ କରୋନା ପଜିଟିଭ, ବାଇଡେନଙ୍କ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନେଇ ଉପୁଜିଲା ସନ୍ଦେହ

ଓ୍ବାଶିଂଟନ,୫।୯:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ କରୋନା ପଜିଟିଭ ହୋଇଛନ୍ତି। ସୋମବାର ହ୍ବାଇଟ ହାଉସ କହିଛି ଯେ ଜିଲ...

ଆମେରିକାରେ କରୋନା ଲହର: ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ…

ଓ୍ବାଶିଂଟନ,୨୨।୮ : କୋଭିଡ-୧୯ ଆମେରିକାରେ ଏକ ନୂଆ ଲହର ଭାବରେ ଫେରି ଆସିିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦେଶରେ...

ତିନି ବର୍ଷ ହେବ ଲାଗିଥିବା କୋଭିଡ ପ୍ରୋଟୋକଲକୁ ଶେଷ କରିବେ ନ୍ୟୁଜିଲ୍ୟାଣ୍ଡ ସରକାର

ଓ୍ବେଲିଂଟନ,୧୪।୮: ନ୍ୟୁଜିଲ୍ୟାଣ୍ଡ ସରକାର ମଙ୍ଗଳବାର ମଧ୍ୟ ରାତ୍ରିରୁ ସମସ୍ତ କୋଭିଡ-୧୯ ପ୍ରୋଟୋକଲକୁ ହଟାଇ ଦେବେ। ତିନି ବର୍ଷରୁ ଅଧିକ ସମୟ ଧରି ଲାଗୁ କରାଯାଇଥିବା ସବୁଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri