କରୋନା ପାଇଁ ୭୩ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ସ୍ଥଗିତ

ମୁମ୍ବାଇ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି କରିଦେଇଛି। କରୋନା ଯୋଗୁ ସାଧାରଣ ଜୀବନଠାରୁ ଆରମ୍ଭ କରି ଖେଳ, ଫିଲ୍ମ ଇଣ୍ଡଷ୍ଟ୍ରି ଓ ବ୍ୟବସାୟରେ ବହୁ ପ୍ରଭାବ ପକାଇଛି। କରୋନା ଯୋଗୁ ସବୁ ଖେଳ ଓ ଶୁଟିଂକୁ ବନ୍ଦ କରାଯାଇଛି। ଇତିମଧ୍ୟରେ ପ୍ରାନ୍ସରେ ଆୟୋଜିତ ହେବାକୁ ଥିବା କାନ୍ସ ଫେଷ୍ଟିଭାଲ-୨୦୨୦କୁ ସ୍ଥଗିତ ରଖାଯାଇଛି। ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ମଧ୍ୟରେ କାନ୍ସ ଫେଷ୍ଟିଭାଲ ଅନ୍ୟତମ। ଚଳିତ ଥର ମେ ୧୨ରୁ ୨୩ ମଧ୍ୟରେ ୭୩ତମ କାନ୍ସ ଫେଷ୍ଟିଭାଲକୁ ଆୟୋଜିତ କରାଯିବାକୁ ସ୍ଥିର କରାଯାଇଥିଲା। ହେଲେ ଦେଶରେ ଲଗାତର କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ଫେଷ୍ଟିଭାଲକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫେଷ୍ଟିଭାଲକୁ ଜୁନ ଶେଷରେ ନଚେତ୍‌ ଜୁଲାଇ ଆରମ୍ଭରେ ଆୟୋଜିତ କାଯିବାକୁ ବିଚାର କରାଯାଇଛି ବୋଲି ଆୟୋଜକ ସୂୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନରେ ପୁରା ପରିବାର ହୋଇଯାଇଥିଲା ଛାରଖାର

ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା କମଲ ସଦାନା ୧୯୯୨ ମସିହାରେ ଫିଲ୍ମ ‘ବେଖୁଦି’ରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୧ ଅକ୍ଟୋବର , ୧୯୭୦ରେ...

ଡ୍ରଗ୍ସ ମାମଲା: ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଦୀପିକା, ସାରା-ଶ୍ରଦ୍ଧାଙ୍କୁ ହୋଇପାରେ ଜେରା

ମୁମ୍ବାଇ,୨୬ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ...

ଏହି ପଞ୍ଜାବୀ ଗାୟକଙ୍କ ପ୍ରେମରେ ଉବୁଟୁବୁ ମନୋଜ ତିଓ୍ବାରୀଙ୍କ ପ୍ରଥମ ସ୍ତ୍ରୀ ରାନୀ, ପୋଷ୍ଟକୁ ନେଇ ବଢ଼ୁଛି…

ବମ୍ବେ: ଭାରତୀୟ ଜନତା ପାର୍ଟି ଏମ୍‌ପି ତଥା ଭୋଜପୁରୀ ସିନେମାର ସୁପରଷ୍ଟାର ମନୋଜ ତିଓ୍ବାରୀଙ୍କ ପୂର୍ବପତ୍ନୀ ରାନୀ ତିଓ୍ବାରୀ ଏବେ ଚର୍ଚ୍ଚାର। ସେ ଏବେ ପଞ୍ଜାବୀ...

ଡେଟିଂ କରୁଛନ୍ତି ଜ୍ୟାକଲିନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ଡେଟ୍‌ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ...

ଅନୁଷ୍କାଙ୍କୁ ବଦଳାଇଦେଲା ‘ଦ ଗେମ୍‌ ଚେଞ୍ଜର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଭିନ୍ନ ଅଭିନୟ ଶୈଳୀ ସହ ହେଲ୍‌ଦୀ ଲାଇଫ୍‌ଷ୍ଟାଇଲ ଓ ଫିଟ୍‌ନେଶ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତ...

ଲଭ୍‌ ୟୁ ପ୍ରିୟା

ଭଲ ପାଇବାରେ ଆବିଳତା ନ ଥିଲେ ସେଥିରେ ସକ୍‌ସେସ ହେବାର ଚାନ୍ସ ଅଧିକ। ଗଁାରୁ ସହର ଯାଇଥିବା ପୁଅଟି ସେଠାରେ ଜଣେ ସୁନ୍ଦରୀ ପ୍ରେମରେ ପଡ଼ିଯାଏ।...

ବିବାହ କରିବେ ରକୁଲ

ବଲିଉଡରେ ଏବେ ଜଣଙ୍କ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ନିକଟରେ ରିଚା ଚଢା ଏବଂ ଅଲି ଫୈଜଲ ବିବାହ କରିଥିଲେ। ସିଦ୍ଧାର୍ଥ...

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ...

Advertisement
Archives

Model This Week