କରୋନା ପାଇଁ ସାମାଜିକ ଦୂରତା: ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କଲା ରୋବୋ

ଟୋକିଓ,୫ ।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜାପାନର ବିଜନେସ୍ ବ୍ରେକଥ୍ରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଦୀକ୍ଷାନ୍ତ ସମାରୋହ ପାଳନ କରାଯାଇଛି । ସ୍ଥାନୀୟ ହୋଟେଲ ଗ୍ରାଣ୍ଡ୍ ପ୍ୟାଲେସଠାରେ ଆୟୋଜିତ ହୋଇଥିବା ଏହି ସମାରୋହରେ ଛାତ୍ରୀଛାତ୍ରଙ୍କ ବଦଳରେ ରୋବୋ ଡିଗ୍ରୀ ପ୍ରମାଣପତ୍ର ମୁଖ୍ୟ ଅତିଥିଙ୍କଠାରୁ ଗ୍ରହଣ କରିଛି । ରୋବୋଠାରେ ଲଗାଯାଇଥିବା ଆଇପଡ ମାଧ୍ୟମରେ ଛାତ୍ରୀଛାତ୍ରୀ ସମାରୋହଭ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିଛନ୍ତି । ଏହି ଅବସରରେ ୪ଜଣଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଟୋକିଓରେ ଲକଡାଉନ୍ ଜାରି ନ ହୋଇଥିଲେ ମଧ୍ୟ ଲୋକେ ସଚେତନତ ହୋଇ ସାମାଜିକ ଦୂରତାା ବଜାୟୀ ରଖୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଫେରିପାରିବେ ପ୍ରବାସୀ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ଓଡ଼ିଶାକୁ ଫେରି ପାରିବେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ହାଇକୋର୍ଟ...

କବାଡ଼ି ଖେଳିଲେ ଭାରତ ଓ ଆମେରିକା ସୈନ୍ୟ

ୱାଶିଂଟନ,୧୭।୧୦:ଭାରତୀୟ ଓ ଆମେରିକୀୟ ସୈନିକ ମାନଙ୍କ ମଧ୍ୟରେ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ଖେଳ ଶନିବାର ଅନୁଷ୍ଠିତ ହୋଇଛି। ବରଫ ଭାଙ୍ଗିବା କାର୍ଯ୍ୟକଳାପର ଅଂଶ ଭାବରେ ଉଭୟ ଦଳର...

ସେଲ୍ଫ ବାଲାନ୍ସିଂ ସାଇକେଲ

ନୂଆ ସାଇକେଲ ଶିଖିବାବେଳେ ସନ୍ତୁଳନ ରକ୍ଷା କରି ନ ପାରି ଅବା ସାମାନ୍ୟ ଅବହେଳା ଯୋଗୁ ସନ୍ତୁଳନ ହରାଇ ସାଇକେଲରୁ ଅନେକଥର ପଡ଼ିଥିବେ। ସେମିତି ଥରେ...

ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍‌ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨

ଜୟପୁର, ୨୪।୮: ଖୁବ୍‌ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍‌ ପୋଲିସ ଥାନାସ୍ତରରେ ସର୍ଭେ...

ଯେଉଁଠି ହୁଏ ମାଛ ବର୍ଷା

ଆମେରିକାର ଉଟାହରେ ଦେଖିବାକୁ ମିଳେ ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ଆକାଶରୁ ମାଛ ବର୍ଷା ହୋଇଥାଏ। ଏହି ଦୃଶ୍ୟ ଦେଖିବାକୁ ବେଶ୍‌ ମନଲୋଭା। ମାଉଣ୍ଟେନ୍‌ ଲେକ୍‌...

ଶ୍ରୀଲଙ୍କା ସଙ୍କଟ: ଡାକ୍ତର କହିଲେ ରୋଗଠାରୁ ଦୂରେଇ ରୁହନ୍ତୁ, ଆହତ ହୁଅନ୍ତୁ ନାହିଁ

କଲମ୍ବୋ,୧୪ ।୭: ଆର୍ଥିକ ସଙ୍କଟର ଶିକାର ହୋଇଥିବା ଶ୍ରୀଲଙ୍କାର ମେଡିକାଲ ଢାଞ୍ଚା ବି ଏବେ ବଦଳିବାରେ ଲାଗିଛି । ହସ୍ପିଟାଲରେ କିଡ୍‌ନୀ, କ୍ୟାନସର ଭଳି ଜଟିଳ...

ଏମିତି ବହି: ଚାହିଁଲେ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କାରଣ

ବିଶ୍ୱରେ ଅନେକ ଅଜବ ଜିନିଷ ଭରପୂର ହୋଇରହିଛି। ଯାହାର କାରଣ ଆଜି ମଧ୍ୟ ଅସ୍ପଷ୍ଟ। ସେହିପରି ଏକ ଅଜବ ବହି ଦେଖିବାକୁ ମିଳିଛି ଇଂଲଣ୍ଡରେ। ଯାହାକୁ...

ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ...

Advertisement
Archives

Model This Week