କରୋନା ପାଇଁ ବୋନସ୍‌

ନ୍ୟୁୟର୍କ: କରୋନାରୁ ରକ୍ଷାପାଇବା ପାଇଁ ଘରେ କାମ କଲେ ମିଳିବ ବୋନସ୍‌ । ବିଭିନ୍ନ ଦେଶରେ ଏବେ କେତେକ କମ୍ପାନୀ ଏପରି ଅଫର ଦେଉଛନ୍ତି। ଏବେ ଏମିତି ଏକ ଅଫର ଦେଇଛି ଫେସ୍‌ବୁକ୍‌ । ଘରେ କାମ କରିବାରେ ଯେଉଁ କର୍ମଚାରୀମାନେ ସାହାଯ୍ୟ କରିବେ ସେମାନଙ୍କୁ ଫେସବୁକ୍‌ ୭୪ହଜାର ଟଙ୍କାର ବୋନସ୍‌ ଦେବା ପାଇଁ ଘୋଷଣା କରିଛ। ସିଏନ୍‌ବିସିର ରିପୋର୍ଟ ଅନୁସାରେ କମ୍ପାନୀର ସିଇଓ ମାର୍କ ଜୁକର୍‌ବର୍ଗ ତାଙ୍କର ଜଣେ କର୍ମଚାରୀଙ୍କୁ ପଠାଇଥିବା ଏକ ଇ-ମେଲ୍‌ରୁ ଏହା ଜଣାପଡ଼ିଛି । ଫେସ୍‌ବୁକରେ ଏବେ ପ୍ରାୟ ୪୫ହଜାର ଫୁଲ୍‌ଟାଇମ୍‌ ଷ୍ଟାଫ୍‌ ଅଛନ୍ତି ।
ଏହା ବ୍ୟତୀତ ହଜାର ହଜାର ସଂଖ୍ୟାରେ ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେବେ ସେମାନଙ୍କୁ ବୋନସ୍‌ ମିଳିବ କି ନାହିଁ ସେସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଫେସବୁକ୍‌ ଭଳି କରୋନା ପାଇଁ ୱାର୍କ ଡେ ନାମକ ସଫ୍ଟୱେର କମ୍ପାନୀ ବି ତା’ର କର୍ମଚାରୀମାନଙ୍କୁ ଦୁଇ ସପ୍ତାହର ଅତିରିକ୍ତ ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର କବାଟ ଖୋଲିବା ପରେ ହଠାତ୍‌ ଏମିତି ଦୃଶ୍ୟ ଦେଖିଲେ ମହିଳା, ଜାଣିଲେ…

ଥରେ ଭାବିଲେ ଆପଣ ହଠାତ୍‌ ଘର କବାଟ ଖୋଲୁ ଖୋଲୁ ବାହାରେ ଏକ ଅଜବ ଦୃଶ୍ୟ ଦେଖିବେ। ସେତେବେଳେ ଅବସ୍ଥା କ’ଣ ହେବ କହିଲେ। ଠିକ୍‌...

୪୪୬ ବର୍ଷ ପୁରାତନ ଅଯୋଧ୍ୟା କାଣ୍ଡ ଏବେ ବି ସୁରକ୍ଷିତ

ଲକ୍ଷ୍ନୌ, ୨୭।୭: ସୋମବାର ସନ୍ଥ ତୁଳସୀଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ସେ ୧୫୫୪ ଜୁଲାଇ ୨୭ରେ ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲାର ରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ।...

ନାଟୋର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ

ବ୍ରସେଲ୍ସ, ୧୮ା୧୦: ୟୁକ୍ରେନ୍‌ ଯୁଦ୍ଧ ଭିତରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସୋମବାର ସବୁଠାରୁ ବଡ଼ଧରଣର ଆଣବିକ ଡ୍ରିଲ୍‌...

ଟ୍ରମ୍ପ୍‌ ପେଚା ଭଳି ଚାଲାକ୍‌: ପ୍ରଶଂସା କରୁ କରୁ ଭୁଲ୍‌ କଲେ ଏହି ମହିଳା…

ଓ୍ବାଶିଂଟନ, ୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜଣେ ଟିଭି ଉପସ୍ଥାପିକା ଟ୍ରମ୍ପ୍‌ଙ୍କୁ ପେଚା ଭଳି...

ପାଠ ପୂର୍ବରୁ ସମାଚାର

ଖଣ୍ଡଓ୍ବା: ନମସ୍କାର, ଆଜିର ମୁଖ୍ୟ ସମାଚାର, ‘ଅଯୋଧ୍ୟା ନିଷ୍ପତ୍ତି ପରେ ସହରରେ ଶାନ୍ତି, ସୌହାର୍ଦ୍ଦ୍ୟ ଜାରି’।….‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ଦ୍ୱନ୍ଦ୍ୱରେ...

ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ

ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି।...

୧୦ ଥର ବିବାହ କରିସାରିଲେଣି ଏହି ମହିଳା, ଏବେ ବି ଖୋଜୁଛନ୍ତି ନୂଆ ଜୀବନସାଥୀ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିବାହ କରିବାକୁ ସମସ୍ତେ ଉତ୍ତମ ଜୀବନସାଥୀଟିଏ ଚାହିଁଥାନ୍ତି। ଯାହା ସହିତ ସାରା ଜୀବନ ଭଲରେ କଟିବ। ମାତ୍ର ଆମେରିକାର ଜଣେ ମହିଳା ଗୋଟିଏ ପରେ ଗୋଟିଏ...

ଏହି ପେଟ୍ରୋଲ ପମ୍ପରେ ଡିଜେଲ, ପେଟ୍ରୋଲ ବ୍ୟତୀତ ମିଳିଥାଏ ଏସବୁ ସାମଗ୍ରୀ

ସାଧାରଣତଃ ପେଟ୍ରୋଲ ପମ୍ପରେ ଡିଜେଲ ଏବଂ ପେଟ୍ରୋଲ ମିଳିଥାଏ ବୋଲି ସମସ୍ତଙ୍କୁ ଜଣା। କିନ୍ତୁ ଏମିତି ଏକ ପେଟ୍ରୋଲ ପମ୍ପ ରହିଛି ଯେଉଁଠି ଡିଜେଲ, ପେଟ୍ରୋଲ...

Advertisement
Archives

Model This Week