Posted inଜାତୀୟ

କରୋନା ପାଇଁ ଏଭରେଷ୍ଟ ପର୍ବତାରୋହଣ ଉପରେ ଲାଗିଲା କଟକଣା

କାଠମାଣ୍ଡୁ୧୩।୩: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଏଭରେଷ୍ଟ ପର୍ବତାରୋହଣ ଅଭିଯାନ ଉପରେ ଶୁକ୍ରବାର କଟକଣା ଲଗାଯାଇଛି। ଚାଇନା ପକ୍ଷରୁ ଏଭରେଷ୍ଟ ଚଢ଼ାଯିବାକୁ ବନ୍ଦ କରାଯିବାର ଗୋଟିଏ ଦିନ ପରେ ନେପାଳ ସରକାର ମଧ୍ୟ ଏହି ଅଭିଯାନକୁ ବନ୍ଦ କରିଦେଇଛନ୍ତି। ନେପାଳର ପର୍ଯ୍ୟଟନ ମନ୍ତ୍ରୀ ଯୋଗେଶ ଭଟ୍ଟରାଇ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଦେଶରେ ସମସ୍ତ ପର୍ବତାରୋହଣ ଅଭିଯାନକୁ ସ୍ଥଗିତ ରଖାଯିବା ସହ ପର୍ଯ୍ୟଟକଙ୍କ ଭିଜା ପ୍ରକ୍ରିୟା ଉପରେ ମଧ୍ୟ ରୋକୋ ଲଗାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହାକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ରେ ଏଯାଏଁ ନେପାଳରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି। ତେବେ ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଏଭଳି କଟକଣା ଜାରି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମହଙ୍ଗା ମାଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାନ୍ଧୀ ପେଟ୍ରୋଲ,...

କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ

ଡେରାଡୁନ୍‌,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି...

ପୁଲଓ୍ବାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମାେରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ନାଗବେରାନ୍‌-ତାରସାର...

ଏନ୍‌କାଉଣ୍ଟରରେ ଜୈଶ୍‌ ଆତଙ୍କବାଦୀ ଲମ୍ବୁ ନିହତ…

ଶ୍ରୀନଗର,୩୧।୭: ଜୈଶ-ଇ-ମହମ୍ମଦର ଜଣେ ବରିଷ୍ଠ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ମିଳିତ ସୁରକ୍ଷାକର୍ମୀ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ପୁଲୱାମା ଆକ୍ରମଣରେ ସାମିଲ୍‌ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କର...

ଭାଜପାକୁ ଟାର୍ଗେଟ କଲା ଶିବସେନା: ଚିରାଗଙ୍କୁ ଆଣି ନୀତିଶଙ୍କୁ ହରାଇବା ହିଁ ମୁଖ୍ୟ ରାଜନୀତି !

ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ...

ଖାଲକୁ ଖସିଲା ସ୍କୁଲ ବସ୍‌: ୭ ମୃତ

ଡେରାଡୁନ,୬।୮: ଉତ୍ତରାଖଣ୍ଡର ଟିହିରି ଗଡଓ୍ବାଲରେ ମଙ୍ଗଳବାର ସକାଳୁ ଏକ ସ୍କୁଲ ଭ୍ୟାନ୍‌ ଖାଲକୁ ଖସି ପଡିବା ଫଳରେ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ...

ମନରେଗାର ଗୁରୁତ୍ୱ ଉପଲବ୍ଧି କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣ ସମୟରେ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ମନରେଗା ଦ୍ୱାରା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଖରେ ସରକାରଙ୍କ ଆର୍ଥିକ ସହାୟତା...

ପୁଣି ବୁଡିଲା ମୁମ୍ବାଇ: ବିମାନ ସେବା ବାଧାପ୍ରାପ୍ତ

ମୁମ୍ବାଇ,୨୭।୭: ମାୟାନଗରୀ ପୁଣି ବୁଡି ଯାଇଛି। ଗୁରୁବାର ରାତିରେ ହୋଇଥିବା ପ୍ରବଲ ବର୍ଷାରେ ଅଧିକାଂଶ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ସହ ଟ୍ରେନ୍‌...

Advertisement


Archives

Model This Week