କରୋନା କବଳରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ

କାନବେରା,୧୩।୩: ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭାଇରସର ଭୟାବହତା। କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ କରୋନା ଭାଇରସରେ ପୀଡ଼ିତ ଥିବା ଖବର ଆସିବା ପରେ ଏବେ ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ ମଧ୍ୟ କରୋନା ଭାଇରସରେ ପୀଡ଼ିତ ଥିବା ସୂଚନା ମିଳିଛି। ଯଦିଓ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିଁ ତଥାପି ଅଷ୍ଟ୍ରେଲିଆ ଗଣମାଧ୍ୟମର ସୂଚନା ଅନୁଯାୟୀ ଗୃହମନ୍ତ୍ରୀ ପିଟର ଡୁଟନଙ୍କ ନିକଟରେ କରୋନା ପଜିଟିଭ ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ଭାଇରସରେ ସଂକ୍ରମିତ ହୋଇ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ୪୩୦୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ: ଭାରତ…

ଜେନେଭା,୯।୩ : ଭାରତ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା,...

ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଘାତକ ହେବ ଓମିକ୍ରନ୍‌: ଡବ୍ଲୁଏଚଓ

ଜେନେଭା,୨୪ ।୧: କରୋନା ସଂକମ୍ରଣ ମାମଲା କିଛିଦିନ ହେବ ୩୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତ୍ୟୁ ସଂଖ୍ୟାରେ ବି ୪୪ ପ୍ରତିଶତ...

ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି...

ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ...

‘ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ୩ ନିୟୁତ ଡଲାର ’

ତେହେରାନ,୨୨ା୧(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ କେହି ହତ୍ୟା କଲେ ତାଙ୍କୁ ପୁରସ୍କାର ସ୍ବରୂପ ୩ ନିୟୁତ ଡଲାର ଦିଆଯିବ ବୋଲି ଇରାନର ଜଣେ ଏମ୍‌ପି...

କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ

ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର...

ଭୂକମ୍ପ ମୃତ୍ୟୁସଂଖ୍ୟା ୨୧୦୦୦ ଟପିଲାଣି

ଆଙ୍କାରା,୧୦ା୨: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।...

ଟୁଇଟର୍‌ ଡାଉନ୍‌

କାର୍ଲଫର୍ନିଆ,୯।୨: ବିଶ୍ୱର ଅନେକ ଦେଶରେ ଟୁଇଟର୍‌ ସର୍ଭର ଡାଉନ ଅଛି। ଅନେକ ୟୁଜର୍ସ ଆକାଉଣ୍ଟକୁ ଲଗ୍‌ଇନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଟୁଇଟର ପକ୍ଷରୁ...

Advertisement
Archives

Model This Week