କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା

ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମା’ଙ୍କର ଦୈନନ୍ଦିନ ନୀତିକାନ୍ତ ବିଧିବଦ୍ଧ ଭାବେ ପୂଜକମାନଙ୍କ ଦ୍ୱାରା କରାଯିବ ବୋଲି କୁହାଯାଇଛି। ମଙ୍ଗଳବାର ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଆଲୋଚନା କରାଯାଇଥିଲା। ଉକ୍ତ ଏସ୍‌ପି ଶର୍ବଣା ବିବେକ ଏମ୍‌, ପିଡ଼ି ଅମୃତ ଋତୁରାଜ୍‌, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ମା’ ମଝିଘରିଆଣୀ ମନ୍ଦିରର ଟ୍ରଷ୍ଟ ବୋର୍ଡ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଗଲପୁର, କଣ୍ଟାପଡ଼ାଠାରେ ମୁଖ୍ୟରାସ୍ତା ଲକଡାଉନ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ କଟକ ଜିଲାରୁ ନମାଜି ଯୋଗ ଦେଇଥିବା ସମ୍ପର୍କରେ ଖବର ପ୍ରଚାରିତ ହେବାପରେ କଟକ ଜିଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ...

ଭିଜିଲାନ୍ସ ଜାଲରେ ଗ୍ରାମରୋଜଗାର ସେବକ : ୩୨ ହଜାର ଲାଞ୍ଚ ନେଉଥିବା ବେଳେ ପଡିଲେ ଧରା

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ଗ୍ରାମରୋଜଗାର ସେବକ ଦିଲ୍ଲୀପ କୁମାର ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରକାଶ...

କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାପାଳଙ୍କୁ ଦାବିପତ୍ର

ଜଳେଶ୍ୱର, ୧୩।୧୧(ଡି.ଏନ.ଏ.)-‘ବୁଲ୍‌ବୁଲ୍‌’ ଦ୍ୱାରା ପ୍ରଭାବିତ ଚାଷୀ ଓ ଜନସାଧାରଣଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ମଣନାଥ ରୋଡ଼ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କୁ...

ସ୍ତ୍ରୀ ଅଧିକାର ନ ମିଳିବାରୁ ହତ୍ୟା

ବାଲେଶ୍ୱର ଅଫିସ,୧୯।୧୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଗୁଡ଼ିପଦା ଅଞ୍ଚଳରେ ବୁଧବାର ଭୋର୍‌ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଭାରତୀୟ ଖାଦ୍ୟ ନିଗମ...

ଭବାନୀପାଟଣାରେ ପୋଲିସ ମହାନିର୍ଦ୍ଦେଶକ: ମାଓବାଦୀଙ୍କ ଗତିବିଧି ଉପରେ କଲେ ସମୀକ୍ଷା

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତକରି ମାଓବାଦୀଙ୍କ ଗତିବିଧି, ମାଓବାଦୀ ଦମନ ଓ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ସ୍ଥାନୀୟ...

ବିଦ୍ୟାଳୟରେ ସିଆରସିସି, ଶିକ୍ଷକ ମୁହାଁମୁହିଁ

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳକଣିଆଁ ସ୍କୁଲରେ ସିଆରସିସି ଓ ଶିକ୍ଷକ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତିା ସୂଚନାଯୋଗ୍ୟ, ଗତ ସୋମବାର...

କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ...

ବସ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

କଟକସଦର,୨୬।୯(ଡି.ଏନ୍‌.ଏ.): କଟକ-ପାରାଦୀପ ରାସ୍ତାର କନ୍ଦରପୁର ଛକରେ ଗୁରୁବାର ମଧ୍ୟାହ୍ନରେ ଏକ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଗତସିଂହପୁର...

Coronavirus Update

Archives

Model This Week

Why Dharitri