Posted inଖେଳ

କରୋନା ଆତଙ୍କ: ଶ୍ରୀଲଙ୍କା ଦଳ ସହିତ ହାତ ମିଳାଇବେ ନାହିଁ ଇଂଲଣ୍ଡ ଖେଳାଳି

ଲଣ୍ଡନ,୩।୩: ଇଂଲଣ୍ଡ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ସେଠାରେ ଦୁଇଦଳଙ୍କ ମଧ୍ୟରେ ୨ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଂଲଣ୍ଡ ଖେଳାଳି ଶ୍ରୀଲଙ୍କାର ଦଳ ସଦସ୍ୟଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି କୁହାଯାଉଛି। ତେବେ ଇଂଲଣ୍ଡ ଖେଳାଳି ହାତମୁଠାରେ ମୁଠା ଘଷି ଶ୍ରୀଲଙ୍କା ଦଳ ସଦସ୍ୟଙ୍କୁ ଅଭିବାଦନ ଜଣାଇବେ। ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଇଂଲଣ୍ଡ ଦଳର କେତେକ ସଦସ୍ୟଙ୍କ ପେଟରେ ଯନ୍ତ୍ରଣା ଏବଂ ଫ୍ଲୁ ମଧ୍ୟ ହୋଇଥିଲା। ତେଣୁ ଇଂଲଣ୍ଡ ଦଳ ପକ୍ଷରୁ ଏଭଳି ସତର୍କତା ଅବଲମ୍ବନ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଲେ କୋହଲି

ଖ୍ରୀଷ୍ଟଚର୍ଚ୍ଚ, ୩।୩ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ (୦-୩)ରେ ହାରିବା ପରେ ଟେଷ୍ଟରେ ମଧ୍ୟ ଭ୍ରମଣକାରୀ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ...

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ...

ଦିନେ ଭାରତର ମଜା ଉଡାଇଥିଲେ, ଏବେ ପାଇଲେ ମୁହଁତୋଡ ଜବାବ

ନୂଆଦିଲ୍ଲୀ,୨୮।୧୨: ମେଲବୋର୍ନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଆଶେସ ସିରିଜ ଜିତିଛି। ଦ୍ୱିତୀୟ ଇନିଂସରେ...

ରାଜ୍ୟସ୍ତରକୁ ୧୦ ଖେଳାଳିଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୮ ସରକାରୀ ବାଳକ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।...

ପଞ୍ଜାବ କିଙ୍ଗ୍ସ ଜର୍ସି ଉନ୍ମୋଚିତ: ଖେଳାଳି ପିନ୍ଧିବେ ସୁନେଲି ହେଲ୍‌ମେଟ

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୪ତମ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ନୂଆ ଜର୍ସି ଉନ୍ମୋଚନ କରିଛି। ନୂଆ କଳେବର ସହ ଉନ୍ମୋଚିତ...

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ...

ଇତିହାସ ରଚିଲେ ଏହି କ୍ରିକେଟର୍‌: ୬୧ ବର୍ଷ ପରେ କଲେ ଏମିତି କାରନାମା

ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...

ଓଶାନେ ଥୋମାସଙ୍କ କାର ଦୁର୍ଘଟଣା

ଜାମାଇକା,୧୮।୨- ଓ୍ବେଷ୍ଟଇଣ୍ଡିଜ ପେସର ଓଶାନେ ଥୋମାସ ଗତ ରବିବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେଣ୍ଟ କାଥେରିନର ହାଇଓ୍ବେ ୨୦୦୦ରେ ଦୁର୍ଘଟଣା ଘଟିଛି, ଯେଉଁଥିରେ ତାଙ୍କ...

Advertisement
Archives

Model This Week