କରୋନା ଆତଙ୍କ: କୋଟିଏ ୬୦ ଲକ୍ଷ ଘରେ ବନ୍ଦ; ବିବାହ-ଅନ୍ତିମ ସଂସ୍କାର ଉପରେ କଟକଣା

ରୋମ,୮।୩: ଚାଇନା ପରେ ଏବେ କରୋନା ଆତଙ୍କ ଗୋଟିଏ ପରେ ଗୋଟିଏ ଦେଶ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୯୪ଟି ଦେଶରେ କରୋନା ପହଞ୍ଚିସାରିଛି। ଇଟାଲିରେ କରୋନା ସଂକ୍ରମଣ ଭୟ ଯୋଗୁ କୋଟିଏ ୬୦ ଲକ୍ଷ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହା ସହିତ ଅନ୍ତିମ ସଂସ୍କାର ଏବଂ ବିବାହ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଲୋକଙ୍କ ସୁବିଧା ପାଇଁ ଯାଞ୍ଚ୍‌ କେନ୍ଦ୍ର ଏବଂ ନମୂନା ସଂଗ୍ରହ କେନ୍ଦ୍ରର ସଂଖ୍ୟା ମଧ୍ୟ ବଢ଼ାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବାମାଙ୍କ ଉପରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଥିବା ଜୋ ବାଇଡେନ୍‌ଙ୍କ ପୂରାନାମ ଜୋସେଫ୍‌ ରୋବିନେଟ୍ଟେ ବାଇଡେନ୍‌ ଜୁନିୟର। ୧୯୪୨ ନଭେମ୍ବର ୨୦ରେ ଜନ୍ମିତ ଏହି ରାଜନେତା...

‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’

ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ...

ବୋରିସ୍‌ଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ୍‌

ମସ୍କୋ,୩୧।୧:ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହତ୍ୟା ଧମକ ଦେଇଥିବା କଥା ମିଛ ବୋଲି କ୍ରେମ୍‌ଲିନ୍‌ କହିଛି। କ୍ରେମଲିନ୍‌ ମୁଖପାତ୍ର...

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା...

ପାକିସ୍ତାନକୁ ବିପଦ ମଣୁଛି ତାଲିବାନ…

କାବୁଲ,୧୮।୧ : ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପ୍ରଥମ ଥର ପାଇଁ ପାକିସ୍ତାନକୁ ବିପଦ ଭାବେ ମଣୁଛି। ତାଲିବାନ ୨୦୦୨ରୁ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନକୁ ଏକ...

ରୁଷିଆ ସେନାଙ୍କ ତାଣ୍ଡବ: କ୍ୱିଭରୁ ମିଳିଲା ୪୧୦ ମୃତଦେହ, ଜେଲେନସ୍କି କହିଲେ ନରସଂହାର

କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ...

ଦୁଇ ଟ୍ରେନ ଧକ୍କ, ୫୭ ଆହତ…

ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭...

ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି...

Advertisement
Archives

Model This Week