କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୁଅ ତୈମୁର ଅଲ୍ଲୀ ଖାନ୍‌ ଡେବ୍ୟୁ କରିଛନ୍ତି। କରୀନା ଇନ୍‌ଷ୍ଟାରେ ଡେବ୍ୟୁ କରିବାର ଗୋଟିଏ ଦିନ ପରେ ପୁଅର ଏକ ସୁଇଟ୍‌ କଳା-ଧଳା ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳୁଛି। ଫଟୋଟିକୁ ଶେୟାର କରି କରୀନା ଲେଖିଛନ୍ତି, କେବଳ ଏହି ଜଣେ, ଯିଏକି ଫଟୋରେ ମୋର ଫ୍ରେମ୍‌ ଚୋରି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିଲେ ମଧୁର ଭଣ୍ଡାରକର

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉତ୍ତର ପ୍ରଦେଶରେ ସବୁଠାରୁ ବଡ ଓ ସୁନ୍ଦର ଫିଲ୍ମ ସିଟି ନିର୍ମାଣ ହେବା ଘୋଷଣା...

ଏହି ପ୍ରସିଦ୍ଧ ଅଭିନେତ୍ରୀ ଏଡ୍‌ସରେ ପୀଡ଼ିତା ହୋଇ ପଡ଼ିଥିଲେ ଦରଘା ବାହାରେ, ଶରୀରରେ ସାଲୁବାଲୁ ହେଉଥିଲେ ପୋକ…

ମୁମ୍ବାଇ,୨୨।୫: ଫିଲ୍ମ ଦୁନିଆରେ କେତେକ ଅଭିନେତା ଅଭିନେତ୍ରୀଙ୍କ କ୍ୟାରିଅର ଭଲ ଥିଲେ ମଧ୍ୟ ସେମାନଙ୍କ ଜୀବନ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛି। ଶେଷରେ...

ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍‌ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍‌ ଶାଶୁ ଜୟା ବଚ୍ଚନଙ୍କର ଖୁବ୍‌...

ସଲମାନଙ୍କ ଫାର୍ମହାଉସ୍‌ରେ ଏମିତି ସମୟ ବିତାଉଛନ୍ତି ଜ୍ୟାକ୍‌ଲିନ୍‌: ଭିଡିଓ ଭାଇରାଲ

ମୁମ୍ବାଇ : ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଘରେ ସମୟ କାଟୁଛନ୍ତି। ବଲିଉଡ୍‌ର କିଛି ସେଲିବ୍ରିଟି ସେଲ୍‌ଫ୍‌...

ପରିଣୀତିଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ବଡ଼ ଭଉଣୀ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। ତାଙ୍କ କ୍ୟାରିୟର ସହ ଜଡ଼ିତ ପ୍ରତ୍ୟେକ ଛୋଟ ଏବଂ ବଡ ସଫଳତାକୁ ସେ...

ମା’ଙ୍କ ପୁରୁଣା ଶାଢିରୁ ଡ୍ରେସ୍‌ ତିଆରି କଲେ ଏହି ଅଭିନେତା

ମୁମ୍ବାଇ,୧୪।୧୧-ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପ୍ରଂଶସକମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ରିତେଶ ଏକ ଭିଡିଓ ସୋସିଆଲ...

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା...

ଡିପ୍ରେଶନ ନେଇ ଚିନ୍ତାରେ କି?

ବର୍ତ୍ତମାନ ସମୟରେ, ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଚାପ ଯୋଗୁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଡାଏଟ ମଧ୍ୟ ଏକ...

Advertisement
Archives

Model This Week