Posted inଜାତୀୟ

ଓକିଲ ସାଙ୍ଗକୁ ପ୍ରେମ ବିବାହ କରିଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ସବୁଦିନ ପାଇଁ ଆଖି ବୁଜିଛନ୍ତି ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ଥିଲେ ସେ। ଜଣେ ଓକିଲରୁ ରାଜନୀତିରେ ପାଦ ଥାପିଥିଲେ। ସର୍ବଦଳ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟ ନେତ୍ରୀ ଥିଲେ। ୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ହରିୟାଣାର ଅମ୍ବାଲାର କାନ୍ତ ଗାଁରେ ସେ ଜନ୍ମ ହୋଇଥିଲେ। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଲ’ ପଢିବା ବେଳେ ସାଙ୍ଗ ସ୍ବରାଜ କୌଶଲଙ୍କୁ ପ୍ରେମ କରି ବସିଥିଲେ ସୁଷମା। କିନ୍ତୁ ଘରେ ଏହି ପ୍ରେମକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ବହୁ ବୁଝାସୁଝା ପରେ ୧୯୭୫ ମସିହା ଜୁଲାଇ ୧୩ ତାରିଖରେ ସୁଷମା ବିବାହ କରିଥିଲେ। ସ୍ବରାଜ ସୁପ୍ରିମକୋର୍ଟ ଜଣେ ଜଣାଶୁଣା ଓକିଲ ଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାକୁ ଓହ୍ଲାଇଲେ କୃଷକ

ନୂଆଦିଲ୍ଲୀ,୨୫।୯: ଚାଷୀ ପାଇଁ ମୋଦି ସରକାର ଆଣିଥିବା ବିଲକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ଭାରତୀୟ କିଷାନ ୟୁନିଅନ ସମେତ ବିଭିନ୍ନ କୃଷକ...

ପାଇଜାମା-କୁର୍ତ୍ତା, ଚପଲ ପିନ୍ଧି ଅଟୋ ଚଳାଇବାରୁ କଟିଲା ୧୬ଶହ ଟଙ୍କାର ଚାଲାଣ

ଜୟପୁର,୨୪।୯: ରାଜସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇନାହିଁ। କିନ୍ତୁ ପୁରୁଣା ମୋଟରଯାନ ନିୟମ ଅନୁସାରେ ନିଆଯାଉଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ...

ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା…

ଅହମଦାବାଦ,୫।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜୟନାରାୟଣ ବ୍ୟାସ...

ଦ୍ୱିତୀୟ ରାଉଣ୍ଡ ପରେ ପୁଣିଥରେ ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୭ ।୭: କଂଗ୍ରେସ ନେତା ଓ କର୍ମୀଙ୍କ ଘୋର ବିରୋଧ ପରେ ବି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନ୍ୟାଶନାଲ ହେରାଲ୍ଡ ମାମଲାରେ ପୁଣିଥରେ ବୁଧବାର ପ୍ରବର୍ତ୍ତନ...

ଅଧିକ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୬।୧୨(ପି.ଟି.): କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବାବେଳେ ଶନିବାର...

ୟାସିନ ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ ମଲିକଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନ୍‌ଆଇଏ ଦିଲ୍ଲୀ ଅଦାଲତରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ...

ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଅକ୍ଷୟ କୁମାର ସିଂ ମଙ୍ଗଳବାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛନ୍ତି। ଅନ୍ୟ ଦୋଷୀମାନଙ୍କ ଭଳି ଅକ୍ଷୟଙ୍କୁ ମଧ୍ୟ ଟ୍ରାଏଲ...

କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭେଟିଲେ ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ,୨୦ ।୧: ଭାରତ ପକ୍ଷରୁ ଗୁରୁବାର କୁହାଯାଇଛି କି କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭାରତୀୟ ଦୂତାବାସର ଅଧିକାରୀ ତୃତୀୟ ଥର ଲାଗି...

Advertisement
Archives

Model This Week