Posted inଖେଳ

ଏହି ୩ ଭାରତୀୟ ଖେଳାଳିଙ୍କୁ ଏକଦିବସୀୟ କ୍ରିକେଟରେ ବ୍ୟାଟିଂ କରିବାର ମିଳିନି ସୁଯୋଗ

ଏକଦିବସୀୟ କ୍ରିକେଟରେ ଅନେକ ରେକର୍ଡ ରହିଛି। କିଛି ଖେଳାଳିଙ୍କ ନାଁରେ ଏମିତି କିଛି ରେକର୍ଡ ରହିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ। ଭାରତୀୟ କ୍ରିକେଟରେ ୩ ଜଣ ଏଭରି ଖେଳାଳି ଅଛନ୍ତି ଯେଉଁମାନେ ଏକଦିବସୀୟ କ୍ରିକେଟ ଖେଲିଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନାହିଁ।
ଜୟଦେବ ଉନାଦକତ
ବାମହାତୀ ପେସ୍‌ ବୋଲର ଜୟଦେବ ଉନାଦକତ ଭାରତୀୟ ଦଳ ପାଇଁ ୭ଟି ଏକଦିବସୀୟ ମ୍ୟାଚ୍‌ ଖେଳ ୮ଟି ଉଇକେଟ୍‌ ହାସଲ କରିଛନ୍ତି। କିନ୍ତୁ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ଆଦୌ ମିଳିନାହିଁ।

ମନପ୍ରୀତ ଗୋନି
ଭାରତୀୟ ଦଳ ପାଇଁ ମାତ୍ର ୨ଟି ଏକଦିବସୀୟ ମ୍ୟାଚ୍‌ ଖେଲିଥିବା ମନପ୍ରୀତ୍‌ ଗୋନିଙ୍କୁ ମଧ୍ୟ ବ୍ୟାଟିଂ କରିବା ସୁଯୋଗ ମିଳିନାହିଁ।

ଆରପି ସିଂ ସିନିୟର
୧୯୯୦ରେ ଭାରତୀୟ ଦଳ ପାଇଁ ରୁଦ୍ର ପ୍ରତାପ ସିଂ ନାମକ ଜଣେ କ୍ରିକେଟର ୨ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ...

ଭାରତୀୟ ଖେଳାଳୀଙ୍କ ‘ଫିମେଲ୍‌ ଭର୍ସନ’: କୋହଲି-ଧୋନୀଙ୍କୁ ଚିହ୍ନିବା ମୁସ୍କିଲ, ମନ ଜିଣୁଛନ୍ତି ଭୁବନେଶ୍ୱର

ନୂଆଦିଲ୍ଲୀ,୨୩।୬: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଶେୟାର କରିଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣଟି...

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ...

ରୋହିତ ଶର୍ମାଙ୍କୁ ରିଅଲ ମାଡ୍ରିଡ୍‌ ଜର୍ସି

ନୂଆଦିଲ୍ଲୀ, ୪ା୩ (ପି.ଟି.)-ଭାରତର ଷ୍ଟାର ଓପନର ରୋହିତ ଶର୍ମାଙ୍କ ସମ୍ମାନାର୍ଥେ ମଙ୍ଗଳବାର ସ୍ପେନ୍‌ର ମାଡ୍ରିଡ୍‌ ଅନ୍ତର୍ଗତ ସାଣ୍ଟିଆଗୋଠାରେ ତାଙ୍କୁ ସ୍ପାନିଶ ଫୁଟ୍‌ବଲ ଟିମ୍‌ ରିୟଲ ମାଡ୍ରିଡ୍‌...

ଇଲାଭେନିଲଙ୍କୁ ସ୍ବର୍ଣ୍ଣ, ଶାହୁ ମାନେଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୧୯ା୧୦ (ପି.ଟି.)-ଶେଖ୍‌ ରସେଲ ଇଣ୍ଟରନ୍ୟାଶନାଲ ଏୟାର ରାଇଫଲ ଚାମ୍ପିୟନଶିପ୍‌ ରବିବାର ଭର୍ଚୁଆଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱର ନମ୍ବର ଓ୍ବାନ୍‌ ଭାରତୀୟ ଇଲାଭେନିଲ ଭାଲାରିଭାନ୍‌...

ଅନ୍ତର୍ଜାତୀୟ କ୍ରିକେଟରେ ଧୋନୀଙ୍କୁ ପୂରିଲା ୧୫

ନୂଆଦିଲ୍ଲୀ,୨୩।୧୨: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୫ ବର୍ଷ ତଳେ...

କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ...

ଗ୍ରାମରେ ନେଟ୍‌ଓ୍ବର୍କ ସମସ୍ୟା ସମାଧାନ କଲେ ଏହି ଭାରତୀୟ ଅମ୍ପାୟର

ନୂଆଦିଲ୍ଲୀ, ୧୪।୭- ମହାମାରୀ କରୋନା ଭାଇରସ ଲାଗି ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୪ ମାସର ବ୍ୟବଧାନ ପରେ ନିକଟରେ...


Coronavirus Update

Archives

Model This Week

Why Dharitri