Posted inଫୁରସତ

ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ

ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ। ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ। ଆଉ କିଛି ରେଷ୍ଟୁରାଣ୍ଟରେ ନର୍ସ ପୋଷାକ ପିନ୍ଧି ଓ୍ବେଟର ଖାଦ୍ୟ ପରଷୁଛନ୍ତି ତ ଆଉ କେଉଁଠି କେବଳ  ଜାଆଁଳା  ଭଉଣୀ ଖାଦ୍ୟ ପରଷିଥାନ୍ତି। ଆସନ୍ତୁ ଜାଣିବା ଏପରି ରେଷ୍ଟୁରାଣ୍ଟ ସମ୍ପର୍କରେ…

ନ୍ୟୁୟର୍କ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଗ୍ରାହକଙ୍କୁ ଦେହରୁ କପଡ଼ା ଖୋଲି ଖାଦ୍ୟ ଖାଇବାକୁ ପଡ଼ିଥାଏ।

ତାଇପେଇ : ତାଇପେଇର ଏକ ରେଷ୍ଟୁରାଣ୍ଟରେ ମହିଳା ଓ୍ବେଟରଙ୍କୁ ନର୍ସ ପୋଷାକ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷିବାକୁ ପଡ଼ିଥାଏ।

ମସ୍କୋ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି।

ଟୋକିଓ : ଟୋକିଓରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ପୁରୁଷ ଓ୍ବେଟରଙ୍କୁ ମହିଳାଙ୍କ ପୋଷାକ ପିନ୍ଧି ଖାଦ୍ୟ ପରଷିବାକୁ ପଡ଼ିଥାଏ।

ଚାଇନା : ଚାଇନାର ଶେନ୍‌ଜେନ୍‌ସ୍ଥିତ ଏକ ହୋଟେଲରେ ଟେବୁଲ ଏବଂ ସିଟ୍‌ ଟଏଲେଟ୍‌ ପରି। ଏହି ସିଟ୍‌ରେ ବସି ଗ୍ରାହକ ତାସ୍‌ ଖେଳିବା ସହ କୋଲ୍ଡଡ୍ରିଙ୍କ୍‌ସ ପିଇଥାନ୍ତି। ଏଠାରେ ଆଉ ଏକ ରେଷ୍ଟୁରାଣ୍ଟ ରହିଛି ଯାହା ଦେଖିବାକୁ ଜେଲ୍‌ ପରି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇ ଦେବ ପାକିସ୍ତାନ ଭିକାରୀଙ୍କ ସମ୍ପତ୍ତି ତାଲିକା, ରହିଛି ବହୁତଳ ପ୍ରାସାଦ, ସୁଇମିଂ ପୁଲ, SUV! ଜାଣନ୍ତୁ କେମିତି ଚାଲିଛି ଏହି ବ୍ୟବସାୟ

ଇସଲାମାବାଦ,୧୯।୫: ଆମର ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନଙ୍କୁ ବିଶ୍ୱର ଯେକୌଣସି କୋଣରେ କିମ୍ବା ସାର୍ବଜନୀନ ସ୍ଥାନରେ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିବେ। କିନ୍ତୁ ଏହା ସତ୍ୟ...

ଗାଡ଼ିର ଚାଲାଣ କାଟିଦେଲା କି କ୍ୟାମେରା? ଘରେ ବସି ଏଭଳି କରିପାରିବେ ଯାଞ୍ଚ… 

ନୂଆଦିଲ୍ଲୀ,୧୬।୫: ଆଜିକାଲି ସବୁକିଛି ଡିଜିଟାଲ ହୋଇଗଲାଣି। ଟ୍ରାଫିକ ଚାଲାଣ ମଧ୍ୟ ଅନ୍‌ଲାଇନ୍‌ରେ ଆସୁଛି। ରାସ୍ତାରେ ଲାଗିଥିବା ହାଇଟେକ କ୍ୟାମେରାଗୁଡ଼ିକ କେତେବେଳେ ଗାଡ଼ିର ଫଟୋ ଉଠାଇ ଦିଅନ୍ତି ...

ବିଶ୍ୱର ସବୁଠୁ ଦାମୀ କଣ୍ଡୋମ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି ବୟସ୍କ ଦମ୍ପତିଙ୍କ ମଧ୍ୟରେ କଣ୍ଡୋମର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ବୟସ୍କ...

ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି…

ଗୁଗ୍‌ଲ ଏବେ ଚୋରଙ୍କ ଜୀବନ କଷ୍ଟକର କରିବାକୁ ପ୍ରସ୍ତୁତ ହେଉଛି, କମ୍ପାନୀ ନୂଆ ଆଣ୍ଡ୍ରଏଡ ୧୬ ଅପରେଟିଂ ସିଷ୍ଟମରେ ଏପରି ଏକ ଚମତ୍କାର ଫିଚର ଯୋଡ଼ିଛି...

ଏଆଇ ରୋବୋ ପ୍ରେମରେ ଅବସରପ୍ରାପ୍ତ ମହିଳା ପ୍ରଫେସର

ୱାଶିଂଟନ: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ନିକଟରେ ଏଆଇ ସହ ଜଡ଼ିତ ଏକ ଖବର ସାମ୍‌ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ...

Viral ଖବର: ବ୍ରେକଅପ୍ ପରେ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କୁ ଖାଇବା ଟଙ୍କା ଫେରସ୍ତ ମାଗିଲେ ଯୁବକ

ବ୍ରେକଅପ୍ ସହ ଜଡ଼ିତ ଅଜଣା କିମ୍ବା ଅସାଧାରଣ ଘଟଣା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏପରି ଏକ ଘଟଣା ଏକ୍ସ’ରେ ଚର୍ଚ୍ଚାରେ ରହିଛି, ଯାହାର...

ଏଠାରେ ଅଛି ‘ନର୍କ ଦ୍ୱାର’… ଯିଏ ଯାଏ ସେ ଆଉ ଜୀବିତ ଫେରେ ନାହିଁ

ତୁର୍କିର ପ୍ରାଚୀନ ସହର ହିରାପୋଲିସରେ ଏକ ମନ୍ଦିର ଅଛି। ସେଠାକୁ ଯିଏ ବି ଯାଏ, ତାଙ୍କର ମୃତ୍ୟୁ ନିଶ୍ଚିତ, ସେଥିପାଇଁ ଏହି ମନ୍ଦିରକୁ ନର୍କ ଦ୍ୱାର...

ବିବାହକୁ ପୂରିଲା ୧୪ ବର୍ଷ, ଏବେ କାର୍ଡ ବାଣ୍ଟୁଛନ୍ତି ଦୁଇ ସନ୍ତାନର ମା-ବାପା, ଏମିତି କାହାଣୀ ଶୁଣି ନ ଥିବେ…

ଡେରାଡୁନ,୧୪ା୫: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୧୪ ବର୍ଷ ପୂର୍ବେ ଏକ ଦମ୍ପତି ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଏବେ ଏହି ଦମ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri