ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ଆପାର୍ଟମେଣ୍ଟକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। କାରଣ ତାଙ୍କ ଆପାର୍ଟମେଣ୍ଟରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପୀଡିତ ବ୍ୟକ୍ତି ନିକଟରେ ସ୍ପେନ୍‌ରୁ ଆସିଥିବା ବେଳେ ଏୟାରପୋର୍ଟରେ ତାଙ୍କ ରିପୋର୍ଟ କେରାନା ନେଗେଟିଭ୍‌ ଆସିଥିଲା। ୧୨ ଦିନ ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ଯାଞ୍ଚ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଅନ୍ୟମାନଙ୍କୁ କରୋନା ଭାଇରସ୍‌ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଆପାର୍ଟମେଣ୍ଟକୁ ମୁମ୍ବାଇ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ସୂଚନା ମୁତାବକ ଅଭିନେତ୍ରୀ ଅଙ୍କିତାଙ୍କ ସହ ଏହି ଆପାର୍ଟମେଣ୍ଟରେ ବହୁ ନାମୀଦାମି ସେଲିବ୍ରିଟି ରହୁଛନ୍ତି। କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହେବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ସଂସଦଠାରୁ ଦୂରତା ବଢ଼ାଇଲା ଆର୍‌ଏସ୍‌ଏସ୍‌, ମୋହନ ଭାଗଓ୍ବତ କହିଲେ ଏଭଳି…

ନୂଆଦିଲ୍ଲୀ, ୭।୨ : ଧର୍ମ ସଂସଦରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ନେଇ ସଂସଦଠାରୁ ଆର୍‌ଏସ୍‌ଏସ୍‌ ନିଜର ଦୂରତା ବଢ଼ାଇଛି। ରବିବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ...

ଡିସେମ୍ବର ୧ ପୂର୍ବରୁ ସରକାର ଗଢିବ ଶିବସେନା: ସଞ୍ଜୟ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଏବେ ଶିବସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି...

ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା। ମୃତକ ଜଣଙ୍କ ହେଲେ କଳାହାଣ୍ଡି ଜିଲାର ୩ ମହିଳା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ବର୍ଷା ଜଳରେ ଭାସିଗଲେ ଯୁବକ: ଭିଡିଓ ଭାଇରାଲ

ହାଇଦ୍ରାବାଦ,୧୪।୧୦-ହାଇଦ୍ରାବାଦରେ ତାଣ୍ଡବ ରହିଛି ଲଗାଣ ବର୍ଷା। ଫଳରେ ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥିତିରେ ହାଇଦ୍ରାବାଦରୁ ଆସିଛି ଏକ...

‘କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯଦି ଜଣେ ନାଗରିକ ଦେଶ...

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ...

ଫୁଟ୍‌ବଲ ଷ୍ଟାଡିୟମରେ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୧୬।୯: କର୍ନାଟକ ରାଜ୍ୟ ଫୁଟବଲ ଆସୋସିଏଶନ (କେଏସ୍‌ଏଫ୍‌ଏ) ଷ୍ଟାଡିୟମରେ ଗତ ରବିବାର ସନ୍ଧ୍ୟାରେ ଅରବିନ୍ଦ ଓରଫ ଲିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪...

ମୋଦି-ଶାହଙ୍କ ସହିତ ମୁହାଁମୁହିଁ: ମମତା ସାଜିଲେ ନମ୍ବର ଓ୍ବାନ୍‌ ବିପକ୍ଷ ନେତା !

କୋଲକାତା,୧୬।୫: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା...

Advertisement
Archives

Model This Week