ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା ଗିଲେ କମ୍ପାନୀ ପକ୍ଷରୁ ଏହାର ନୂଆ ଏସ୍‌ୟୁଭି କାର ଏଭଳି ସୁରକ୍ଷା ଦେବାକୁ ସକ୍ଷମ। ଗିଲେ ଅଟୋମୋବାଇଲ୍‌ ପକ୍ଷରୁ ଏକ ପ୍ରକାର ଏୟାର ପ୍ୟୁରିଫିକେଶନ ସିଷ୍ଟମ୍‌(ବାୟୁ ଶୋଧନ ପ୍ରଣାଳୀ)ର ବିକଶିତ କରାଯାଇଛି। ଏହା ଏନ୍‌-୯୫ ପ୍ରମାଣିତ। ଏହା ସହଜରେ କାର୍‌ ଭିତର ବାୟୁରେ ଥିବା ଭୂତାଣୁ, ବ୍ୟାକ୍ଟେରିଆ ଏବଂ ଅନ୍ୟ ହାନିକାରଣ ତତ୍ତ୍ୱକୁ ନଷ୍ଟ କରିଦେଇଥାଏ। ଏସ୍‌ୟୁଭିର ଏସି ସହିତ ଏହା କାର୍ଯ୍ୟ କରିବାକୁ ସକ୍ଷମ। ୨୦୧୮ରେ ଏହି ପ୍ରଣାଳୀ ସମ୍ପର୍କରେ ବେଜିଂ ଅଟୋ ଶୋ’ରେ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଣାଳୀ ଗିଲେର ୫ଟି ମଡ଼େଲରେ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ କଫି ମଗ୍‌

ସକାଳୁ ସକାଳୁ ଗରମାଗରମ କଫି ପିଇବାକୁ ଅନେକଙ୍କୁ ଖୁବ୍‌ ଭଲ ଲାଗେ। ଏପରି କି କର୍ମବ୍ୟସ୍ତତା ଭିତରେ ବି ଟିକେ ରିଫ୍ରେଶିଙ୍ଗ୍‌ ଫିଲ୍‌ ଆଣିବା ପାଇଁ...

ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ...

ଯାନ ଦର ବଢାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୨-୧୨: ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୦ ଜାନୁୟାରୀ ଠାରୁ ଏହି...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

ଏହି କାରଣ ପାଇଁ ବଦଳିଗଲା ନର୍ସଙ୍କ ସୁନ୍ଦର ଚେହେରା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମଗ୍ର ବିଶ୍ୱରେ ୧୦ ମାସରୁ ଊର୍ଦ୍ଧ୍ୱ ହେବ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ଏକକରି ରୋଗୀଙ୍କୁ ସେବା...

ଭଲ ବ୍ୟବସାୟ ଲାଗି ଘୋଡ଼ାକୁ ଜୋରଜବରଦସ୍ତି ଟଣାଉଛନ୍ତି ଗଞ୍ଜେଇ

ଡେରାଡୁନ୍‌: ଏକ ଘୋଡ଼ାକୁ ୨ ଜଣ ବ୍ୟକ୍ତି ଜୋର ଜବରଦସ୍ତ ଧୂମପାନ କରାଉଥିବାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଦେଖିବାକୁ...

ପ୍ରଥମ ଦରମା ଟଙ୍କାରେ ପ୍ୟାଣ୍ଟଶାର୍ଟ କିଣିଥିଲି: ଶିକ୍ଷାବିତ୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗାଁର ଏକ ପ୍ରତିଷ୍ଠିତ ପରିବାରରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋଦାବରୀଶ...

ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ୍‌ କଲେ ୩୦୦ ଲୋକ, କାରଣ ଜାଣିଲେ…

ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଉପାୟରେ ଫଟୋ ଶୁଟ୍‌ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ...

Advertisement
Archives

Model This Week