Posted inଜାତୀୟ

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା ଦେଇଛନ୍ତି। ବିବାହ ପରେ ଯେଉଁମାନଙ୍କର ରହିବାକୁ ସୁବିଧା ନ ଥିବ ଅବା ଯେଉଁମାନେ ଗରିବ ଶ୍ରେଣୀର ଥିବେ ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁରକ୍ଷା ସହ ଏକ ବର୍ଷଲାଗି ରହିବା ପାଇଁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ବଦଳାଇ ଦେଲେ ଟ୍ରାଭେଲ ଆଡଭାଇଜରୀ

ନୂଆଦିଲ୍ଲୀ,୧୩ ।୧୦: ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଲଗାଇଥିବା ଅତିରିକ୍ତ ଯାଞ୍ଚ ଓ ଅନ୍ୟ କରୋନା ସମ୍ବନ୍ଧିୟ କଟକଣାକୁ ନେଇ ଜାରି କରାଯାଇଥିବା ଆଡଭାଇଜରିକୁ...

ବଡ ଦୁର୍ନୀତି ପଛରେ କଂଗ୍ରେସର ହାତ, ରାହୁଲଙ୍କୁ ରବି ଶଙ୍କରଙ୍କ କଡ଼ା ଜବାବ…

ନୂଆଦିଲ୍ଲୀ,୭।୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଭାଜପା କଡ଼ା ଜବାବ ଦେଇଛି। ମଙ୍ଗଳବାରଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ...

ଡାକ୍ତରଙ୍କ ଭୁଲ ଯୋଗୁ ମୃତ୍ୟୁ ସହ ସଂଘର୍ଷ କରୁଛି ୪ ମାସର ଶିଶୁକନ୍ୟା

ଭୋପାଳ, ୨।୧୦: ଡାକ୍ତରଙ୍କ ଭୁଲ ଯୋଗୁ ଜଣେ ନିରୀହ ନିସ୍ପାପ ୪ ମାସର ଶିଶୁକନ୍ୟା ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି। ଏମିତି ଏକ ଘଟଣା...

ଚିରାଗଙ୍କ ଦଳକୁ ‘ଭୋଟ କଟର’ପାର୍ଟି ବୋଲି କହିଲେ ଜାଭେଡକର

ନୂଆଦିଲ୍ଲୀ,୧୬ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଚରମ...

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ...

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ...

ଲକ୍‌ଡାଉନରେ ରେକର୍ଡ କଲା ପାର୍ଲେ-ଜି !

ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍‌ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

Advertisement
Archives

Model This Week