ଏପ୍ରିଲ ଫୁଲ୍‌କୁ ନେଇ ଗୁଜବ କଲେ ହେବ କଠୋର କର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୩୧।୩: ରାତି ପାହିଲେ ଏପ୍ରିଲ ପହିଲା ବା ଏପ୍ରିଲ୍‌ ଫୁଲ୍‌। ଏହାକୁ ନେଇ କିଏ କେତେ ଥଟ୍ଟାମଜା କରିଥାଆନ୍ତି। ହେଲେ ଏବେ ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ କରୋନା ଭାଇରସକୁ ନେଇ ପରିସ୍ଥିତି ଗମ୍ଭୀର ଥିବାରୁ ଏସବୁଥିରୁ ଦୂରେଇ ରହିବାକୁ କହିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଏପ୍ରିଲ ଫୁଲ୍‌କୁ ନେଇ କୌଣସି ଗୁଜବ ବା ଭୁଲ୍‌ କଥା ପ୍ରଚାର ପ୍ରସାର କଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ଅତିକ୍ରମ କରି ସାରିଥିବା ବେଳେ ଏହାକୁ ନେଇ ଏବେ ସରକାର ଚିନ୍ତାରେ ପଡିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି...

ଅନୁପ୍ରବେଶ କରୁଥିବା ବାଟ୍‌ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍‌ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ...

୨ ବର୍ଷ ମଧ୍ୟରେ ଦେଶର ସମସ୍ତ ବିମାନ ବନ୍ଦରରେ ଲଗାଯିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨୯।୮: ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏହି ଯୋଜନା...

ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ଗାନ୍ଧିନଗର,୨୫ ।୧୦: ଗୁଜରାଟ ବିଧାନସଭାକୁ ଆଖି ଆଗରେ ରଖି ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ଏକ...

ଲକ୍‌ଡାଉନ୍‌ ବିରୋଧରେ ପ୍ରଦର୍ଶନ, ବିକ୍ଷୋଭକାରୀଙ୍କ ଉପରେ ଲାଲ୍‌ ଲଙ୍କା ସ୍ପ୍ରେ…

ମେଲବୋର୍ନ,୧୮।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆରେ ମେଲବୋର୍ନରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହାକୁ ବିରୋଧ କରି ଲୋକେ ଶନିବାର ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀଙ୍କୁ...

ଆରମ୍ଭ ହେବ ‘କ୍ୟାଚ୍‌ ଦି ରେନ୍‌’

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ...

ଭୋପାଳ ଡଙ୍ଗା ବୁଡ଼ି ଦୁର୍ଘଟଣା: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୮ଜୀବନ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଗଣପତିଙ୍କ ବିସର୍ଜନ ସମୟରେ ଏକ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା...

୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍‌ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର...

Advertisement
Archives

Model This Week