Posted inଫୁରସତ

ଏକାଥରକେ ପିଇଦେଲେ ୧୦ ବୋତଲ ମଦ, ଜାଣନ୍ତୁ ପରିଣାମ କ’ଣ ହେଲା

ଚାଇନାର ଜଣେ ବ୍ୟକ୍ତି ୧୦ ବୋତଲ ମଦ ଏକାଥରକେ ପିଇଦେଇଥିଲେ। ଏହାର ପରିଣାମ ଯାହା ହେଲା ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଚାଇନାର ହୁ ନାମକ ଜଣେ ବ୍ୟକ୍ତି ଏକାଥରକେ ୧୦ ବୋତଲ ବିୟର୍‌ ପିଇଦେଇଥିଲେ। ମଦ ପିଇବା ପରେ ତାଙ୍କୁ ଏତେ ନିଶା ହୋଇଯାଇଥିଲା ଯେ ନିଶାରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଶୋଇ ରହିଥିଲେ। ଫଳରେ ସେ ଏହି ସମୟ ମଧ୍ୟରେ ପରିସ୍ରା ଯାଇପାରି ନ ଥିଲେ। ନିଦ ଭାଙ୍ଗିବା ପରେ ତାଙ୍କ ପେଟ ଭୀଷଣ ଯନ୍ତ୍ରଣା ହେଉଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସେ ଆଦୌ ହଲି ପାରୁ ନ ଥିଲେ। ଫଳରେ ତାଙ୍କୁ ଝେଜିୟାଙ୍ଗ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ମୁତ୍ରାଶୟ ୩ ଭାଗରେ ଫାଟିଯାଇଥିବା ଡାକ୍ତର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନାରୁ ସର୍ଜନା

ପରିବେଶ ଚିନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ତେବେ କେବଳ ଚିନ୍ତା କଲେ ତ ହେବନି ।  ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର...

ପାଣିକୁ ଏପରି ଅଟକାଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମା’ ଆଇଏଏସ୍‌, ବାପା ବିଚାରପତି: ହେଲେ ବିଧାୟିକା ହେବାକୁ ଲଣ୍ଡନରେ କରିଥିବା ଚାକିରି ଛାଡ଼ିଲେ ନୌକ୍ଷମ

ମା’ ଜଣେ ଆଇଏଏସ୍‌ ଅଫିସର। ବାପା ବିଚାରପତି। ହେଲେ ଲଣ୍ଡନରେ କରିଥିବା ଚାକିରିକୁ ଛାଡ଼ି ବିଧାୟିକା ହେବାକୁ ମନ ବଳାଇଛନ୍ତି ଝିଅ। ଏପରି ଏକ ଘଟଣା...

ପ୍ରଥମ ରୋଜଗାର: ‘ସୁଚରିତା’ରୁ ପାଇଥିଲି ୫୦ ଟଙ୍କା

ୟା’ ଭିତରେ ଅନେକ ବର୍ଷ ଅତିବାହିତ ହୋଇଗଲାଣି। ଅବସର ନେବା ଆଜିକୁ କୋଡ଼ିଏ ଦିନ ପୂରିଗଲାଣି। ହେଲେ ଗୋଟିଏ କଥା ଏଇଠି ନ କହି ମୁଁ...

ଜାଣନ୍ତୁ ବିଶ୍ୱର ସବୁଠୁ ସୁନ୍ଦର, ବିଳାସମୟ ଏୟାରପୋର୍ଟ ସମ୍ପର୍କରେ…

ସାଧାରଣତଃ ରେଲ୍‌ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ...

ପିଲାଙ୍କ ପାଇଁ ଜୀବନକୁ ବାଜି ଲଗାଇଲା ମା’: ଅଜଗରକୁ ଗାତରେ ଦେଖି ବତକ କଲା ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଲିଜାର୍ଡ ଡେ: ଏବେ ସଙ୍କଟରେ

ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ...

ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା

ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି...

Advertisement
Archives

Model This Week