ଏଇ ଭାରତରେ

ଚାଷୀଙ୍କ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କିନ୍ତୁ ଚାକିରି ଛାଡ଼ି ଏମାନଙ୍କ ପାଇଁ ସମୟ ଦେଉଥିତ୍ବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରୁ ତାମିଲନାଡୁର ବେଞ୍ଜାମିନ ରାଜା ଅନ୍ୟତମ। ସେ ରୁହନ୍ତି ତିରୁନାଲଭେଲିରେ। କୃଷିରେ ଜ୍ଞାନକୌଶଳ ଉପଯୋଗ କିଭଳି ଲାଭ ପହଞ୍ଚାଏ ତା’ର ବାଟ ଦେଖାଉଛନ୍ତି। କୃଷିରେ ରସାୟନ ତତ୍ତ୍ୱ୍ବ, ପାଗ ଓ ସମୟ ଜଡିତ। ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଦ୍ୱାରା ଏହିସବୁ ତତ୍ତ୍ୱର ସଫଳ ପରିଚାଳନା କରି ସେ ଚାଷୀମାନଙ୍କ ଉପତ୍ାଦନ ଦୁଇଗୁଣ କରିପାରୁଛନ୍ତି। ୨୦୧୦ରେ ଭଲ ଦରମାର କର୍ପୋରେଟ ଚାକିରି ଛାଡ଼ିବା ପରେ ୨୦୧୨ରୁ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ୩୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସାହାଯ୍ୟ କରି ସେମାନଙ୍କ ଉପତ୍ାଦନ ଦୁଇଗୁଣ ବଢାଇବାରେ ସକ୍ଷମ ହୋଇଛନ୍ତିି। ଏଆଇ ଦ୍ୱାରା ଚାଷରେ କମ୍‌ ଜଳ ଉପଯୋଗ ହେଉଛି । କୀଟମାନଙ୍କୁ ନିୟନ୍ତ୍ରଣ କରାଯାଉଛି ଓ ଗଛ ଲାଗି କେତେ ପରିମାଣର ସାର ଦରକାର ତାହା ମଧ୍ୟ ନିର୍ଦ୍ଧାରଣ ହୋଇପାରୁଛି। ଏସବୁର ସଫଳ ପରିଚାଳନା କରାଯାଉଥିବାରୁ ସବୁ ଚାଷୀ କମ୍‌ ଖର୍ଚ୍ଚରେ ଦୁଇଗୁଣ ଉପତ୍ାଦନ କରି ଭଲ ଲାଭ ପାଉଛନ୍ତିି। ବେଞ୍ଜାମିନଙ୍କ ଜ୍ଞାନକୌଶଳ ଅଧ ଏକରରୁ ୩୦ କି.ମି ଯାଏ କଭର୍‌ କରୁଛି। ଏକ ଏକରକୁ ସେନ୍‌ସର ଓ ଟେକ୍‌ନୋଲୋଜି ବାବଦରେ ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିତ୍ତ୍ବାବେଳେ ସେ ଆମ ଦେଶରେ ପ୍ରସ୍ତୁତ ଯନ୍ତ୍ର ବ୍ୟବହାର କରି ମାତ୍ର ୨.୫ ଲକ୍ଷ ଟଙ୍କାରେ ତାହା କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗ୍ରୀଡ୍‌ବିଦ୍ୟୁତ୍‌ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ଏମିତି ଏକ ଭଲ ଖବର ନେଇ ଆସିଛନ୍ତି ଉତ୍ତରପ୍ରଦେଶର ମୟଙ୍କ ଚୌଧୁରୀ। ଗାଜିଆବାଦରେ ରହନ୍ତି...

ଅଧିମାନସରୁ ଅତିମାନସ

ଇଂ. ସୁବାସ ଚନ୍ଦ୍ର କର ଆକର୍ଷୟତି ଇତି ‘କୃଷ୍ଣ’। ଆରାଧୟତି ଇତି ‘ରାଧା’। ଦ୍ୱାପର ଯୁଗର ଅପ୍ରାକୃତ ପ୍ରେମମୂର୍ତ୍ତି ରାଧାକୃଷ୍ଣଙ୍କର ଅବତାରିତ୍ୱର ଅନେକ ଶତାବ୍ଦୀ ପରେ...

Dillip Cherian

ଗଡ଼କରୀ କାହିଁକି ରାଗିଛନ୍ତି

ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ମୁଖ୍ୟାଳୟ ନିର୍ମାଣରେ ବିଳମ୍ବ ହୋଇଥିବା ଯୋଗୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ଏନ୍‌ଏଚ୍‌ଏଆଇ...

ଭାରତଛାଡ଼ ଆନ୍ଦୋଳନ ଓ ରକ୍ତତୀର୍ଥ ଇରମ୍‌

ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର...

ଅପେକ୍ଷାରତ

ତଥାଗତ ସତପଥୀ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦର ଚୂଡ଼ାନ୍ତ ରାୟ ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ୨.୭୭ ଏକର...

ଶ୍ରୀମନ୍ଦିରରେ ଦେବଦୀପାବଳି

ପଣ୍ଡିତ ରାମକୃଷ୍ଣ ମିଶ୍ର ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରୁ ଶୁକ୍ଳ ପ୍ରତିପଦ ଯାଏ ତିନିଦିନ ଦେବତାମାନଙ୍କର ଦୀପାବଳି ବା ଦୀପଦାନ ଉତ୍ସବ ପାଳିତ ହୁଏ। ଏହି ସମୟରେ...

ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଏମିତିକି ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଛନ୍ତି।...

ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ...

Advertisement
Archives

Model This Week