ଏଇ ଭାରତରେ

ଝାଡ଼ଖଣ୍ଡ ରାଞ୍ଚି ଅନ୍ତର୍ଗତ କୋଟଓ୍ବାଲି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ବାଳକଙ୍କ ଅନ୍ତିମ ସଂସ୍କାର ଶେଷ କରିବା ପରେ ସେ ଜୀବିତ ଥିବା ଜଣାପଡିଛି। କୋଟଓ୍ବାଲି ଥାନା ଅଞ୍ଚଳରେ ଚୌରନ୍ଦିର ୪ ଜଣ ପିଲା କିଛିଦିନ ହେବ ନିଖୋଜ ଥିଲେ। ସେମାନେ ହେଲେ କରଣ, ସୁବିଲ, ପତରସ ଓ ସୁରଜଦୀପ୍‌। ୧୦ ନଭେମ୍ବର ସକାଳେ ଟ୍ରକ୍‌ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ କରଣଙ୍କୁ ଚିହ୍ନଟ କରାଯିବା ପରେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇପାରି ନ ଥିଲା। କିନ୍ତୁ କରଣ ସହ ପତରସ ସବୁବେଳେ ସାଙ୍ଗ ହୋଇ ରହୁଥିତ୍ବାରୁ ମୃତ ପିଲାଟିକୁ ପତରସ ଭାବି ତା’ ମାତାପିତା ୧୨ ନଭେମ୍ବର ରାତିରେ ତା’ର ଅନ୍ତିମ ସଂସ୍କାର ଶେଷ କରିଥିତ୍ଲେ। ଅନ୍ତିମ ସଂସ୍କାର କରିବାର ଦିନକ ପରେ ଜାଣି ପାରିଥିଲେ ଯେଉଁ ପିଲାର ସେମାନେ ଅନ୍ତିମ ସଂସ୍କାର କରିଛନ୍ତି ସେ ତାଙ୍କ ପୁଅ ନୁହେଁ। ସେ ସୁବିଲ କୁଜୁର। ପତରସ ଓ ସୁବିଲର ବଡ଼ଭାଇ ସୁରଜଦୀପ କୋତବାଲିର ଅପର ବଜାରରେ ଶୋଇଥିତ୍ବା ଅବସ୍ଥାରେ ପାଇ କୋତବାଲି ଥାନା ନଭେମ୍ବର ୯ରେ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଏହାପରେ ଚାଇଲ୍ଡ ଲାଇନ ଏହି ଦୁଇଜଣଙ୍କୁ ବାଳାଶ୍ରମରେ ରଖିଥିଲା। ଦୁଇ ପିଲାଙ୍କ ଫଟୋ ଖବରକାଗଜରେ ପ୍ରକାଶ ପାଇବା ପରେ ଏମାନଙ୍କ ଅଭିଭାବକ ଥାନାରେ ପହଞ୍ଚି ଚିହ୍ନିଥିଲେ। ଚାଇଲ୍ଡ ଲାଇନ୍‌ ଯଦି ପୂର୍ବରୁ ଏହି ଖବର ଏମାନଙ୍କ ଅଭିଭାବକଙ୍କୁ ଦେଇଥାନ୍ତା ତେବେ, ବଞ୍ଚିଥିତ୍ବା ପିଲାର ଅନ୍ତିମ ସଂସ୍କାର କରାଯାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଦୂରଦର୍ଶୀ ଗବେଷକ

ଆମେରିକାର ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ବା ଜାତୀୟ ବିଜ୍ଞାନ ଫାଉଣ୍ଡେଶନ (ଏନ୍‌ଏସ୍‌ଏଫ୍‌) ବିଜ୍ଞାନର ଅଣ-ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଦିଗରେ ମୌଳିକ ଗବେଷଣା କ୍ଷେତ୍ରକୁ ପାଣ୍ଠି ଯୋଗାଇବାରେ...

ଅଭ୍ରାନ୍ତ ଦିଗ୍‌ଦର୍ଶକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ସତ୍‌ସଙ୍ଗର ଆଚାର୍ଯ୍ୟଦେବ ଅଶୋକ ଚକ୍ରବର୍ତ୍ତୀ, ଅଗଣିତ ସତ୍‌ସଙ୍ଗୀଙ୍କ ପରମପ୍ରିୟ ‘ଶ୍ରୀଶ୍ରୀ ଦାଦା’ ତାଙ୍କର ପାର୍ଥିବ ଲୀଳା ସମାପନ କରି ଚଳିତ ମାସ...

ବିକଶିତ ଓଡ଼ିଶାର ମାର୍ଗ

ଡ. ଅମରେନ୍ଦ୍ର ଦାସ ୨୦୩୬ରେ ଓଡ଼ିଶାକୁ ଶହେ ବର୍ଷ ପୂରିବ। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ବା ମଧ୍ୟବିତ୍ତ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ...

ଇଂଲିଶ ଗୌଣ

ଭାରତୀୟ ସମ୍ବିଧାନରେ ଶିକ୍ଷାକୁ ଯୁଗ୍ମ ତାଲିକା ବା କନ୍‌କରେଣ୍ଟ୍‌ ଲିଷ୍ଟ୍‌ରେ ରଖାଯାଇଛି। କୌଣସି ବିଷୟ ଉପରେ କ୍ଳିଷ୍ଟତା ଉପୁଜିଲେ କେନ୍ଦ୍ରର ଭୂମିକା ଗୁରୁତ୍ୱ ବହନ କରିଥାଏ।...

ମଧୁବାବୁଙ୍କୁ ଚିଠି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ମହାଶୟ! ଓଡ଼ିଆ ଜାତିର ଭୀଷ୍ମ ପିତାମହ ମଧୁସୂଦନ ଦାସ (ଜନ୍ମ ତା ୨୮ା୪ା୧୮୪୮ରିଖ ଏବଂ ମୃତ୍ୟୁ ତା ୦୪ା୨ା୧୯୩୪ ରିଖ)ଙ୍କୁ ଅନ୍ତରର...

ପଡ଼ୋଶୀ ଦେଶରୁ ଶିକ୍ଷା

ରଶ୍ମିରଞ୍ଜନ ରାଉତ ଭାରତର ୩ଟି ନିକଟତମ ପଡ଼ୋଶୀ ଦେଶ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳରେ ଆର୍ଥତ୍କ ସଙ୍କଟ ଏବେ ଚରମ ସୀମାରେ। ଏହା ମଧ୍ୟରେ ଶ୍ରୀଲଙ୍କା...

ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା...

ଏଇ ଭାରତରେ

ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ। ଏହା ବିଶ୍ୱାସ କରିହେଉ ନ ଥିଲେ ବି...

Advertisement
Archives

Model This Week