ଇଟାଲିରେ ଥମୁନି କରୋନା: ଇରାନରେ ସୁଧାରର ଆଶା

ରୋମ/ତେହେରାନ,୧୯।୩: ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୩୫,୭୧୩ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨,୯୭୮ ରହିଛି। ସରକାର କରୋନା ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୧୭,୩୬୧ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୧,୧୩୫ରେ ପହଞ୍ଚିଛି। ଆମେରିକା ଇରାନ ଉପରେ ପ୍ରତିବନ୍ଧ ଜାରି କରିଥିବାରୁ କେତେକ ଅସୁବିଧା ସୃଷ୍ଟି ହେଉଥିବା କୁହାଯାଉଛି। ଇରାନ ସରକାର ସୁରକ୍ଷା ଦୃଷ୍ଟିରୁ ଧାର୍ମିକ ସ୍ଥଳ ଏବଂ ବଜାର ଯିବା ଉପରେ କଟକଣା ଲଗାଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ସୁଧାର ଆଶା ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଟାର୍ଗେଟ କଲେ ଜୟଶଙ୍କର

ଜାକର୍ତ୍ତା,୧୪।୭: ବର୍ହି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଚାଇନାକୁ ଟାର୍ଗେଟ କରି କହିଛନ୍ତି, ପୂର୍ବ ଏସିଆ ଶିଖର ସମ୍ମିଳନୀ (ASEAN)କୁ ସାର୍ବଭୌମତ୍ୱ ତଥା ଆଞ୍ଚଳିକ...

ଡ୍ରୋନ୍‌ ଆକ୍ରମଣ ପଛରେ ଆମେରିକାର ହାତ ଥିବା କହିଲା ରୁଷିଆ

ମସ୍କୋ,୪ା୫: କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପଛରେ ଆମେରିକାର ହାତ ରହିଛି। କିଭ୍‌ ଆମେରିକାର ଆଦେଶରେ ଏହି ଆକ୍ରମଣ କରିଥିଲା। ରୁଷିଆ ଗୁରୁବାର ଏହି ବଡ...

ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଇମୋଶନାଲ ପୋଷ୍ଟ ଭାଇରାଲ, ଶେୟାର କଲେ ବମ ସେଲ୍ଟରରେ ଜନ୍ମ ଝିଅର ଫଟୋ

କ୍ୱିଭ୍‌,୧ ।୩: ୟୁକ୍ରେନକୁ ଚପାଇ ଦେବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି ରୁଷିଆ । ଲଗାତାର ଭାବେ ପଞ୍ଚମ ଦିନରେ ବି ମିଶାଇଲ ଆକ୍ରମଣ କରି...

ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ...

ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ଆଲଡ୍ରିନ ୯୩ତମ ଜନ୍ମ ଦିନରେ କଲେ ବିବାହ…

ଓ୍ବାଶିଂଟନ,୨୧।୧ : ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ବଜ ଆଲଡ୍ରିନ ତାଙ୍କର ୯୩ ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି।...

ମ୍ୟାନ୍‌ମାର୍‌ ନିର୍ବାଚନ: ଶାସକ ଦଳର ପୁଣି କ୍ଷମତା ଦଖଲ

ୟଙ୍ଗୁନ,୧୫।୧୧: ମ୍ୟାନମାର୍‌ ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇଛି। ଦେଶରେ ଶାସକ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପୁଣି ଥରେ କ୍ଷମତା ଦଖଲ କରିଛି।...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହିନ୍ଦୀ ଭାଷାରେ ହେଉଛି ପ୍ରଚାର

ୱାଶିଂଟନ,୧୩ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ମଧ୍ୟ ଯୋର ସୋରରେ ଚାଲିଛି । ଏବେ ସେଠାରେ ହିନ୍ଦୀରେ ‘ଟ୍ରମ୍ପ...

୩ ଲକ୍ଷ ନାଟୋ ସୈନ୍ୟଙ୍କୁ ହାଇ ଆଲର୍ଟ, ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା…

ମାଦ୍ରିଦ୍‌, ୨୮।୬ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଏହାର ୩ ଲକ୍ଷ...

Advertisement
Archives

Model This Week