Posted inଖେଳ

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩ ଝିଅଙ୍କ ସହ ତ ଆଉ କେତେବେଳେ ନିଜ ସ୍ତ୍ରୀଙ୍କ ସହ ଭିଡିଓ କରି ପୋଷ୍ଟ କରୁଛନ୍ତି। ନିକଟରେ ସେ ଏକ ମଜାଦାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ସେ ସ୍ତ୍ରୀ ଏବଂ୨ ଝିଅଙ୍କ ସହ ପଞ୍ଜାବୀ ଗୀତରେ ଭାଙ୍ଗଡା ନୃତ୍ୟ କରିଛନ୍ତି ଓ୍ବାର୍ଣ୍ଣର। ନିକଟରେ ସେ ଡ୍ରିଲ୍‌ ମେସିନ୍‌ ସହାୟତାରେ ମକା ଖାଉ ଥିବାବେଳେ ତାଙ୍କ ଆଗ ଦୁଇ ଦାନ୍ତ ଭାଙ୍ଗି ଯାଇଥିବାର ଏକ ଭିଡିଓ ଫ୍ୟାନ୍ସଙ୍କ ସହ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବର୍ଷା: ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ

ନଟିଂହାମ,୧୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ବର୍ଷା କେବଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୁହଁ ପ୍ରଶଂସକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କରାଣ ହୋଇଛି। ବର୍ଷା ଯୋଗୁଁ ବିଶ୍ୱକପ୍‌ର...

ଡିଭିଲିୟର୍ସଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୧୦।୩- ଦକ୍ଷିଣ ଆଫ୍ରିକା ଦଳ ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ସବୁକିଛି କରିବା ଦରକାର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ଅବସରରୁ ଫେରାଇ ଆଣିବାକୁ ପଡ଼ିବ...

ବ୍ୟାଟିଂ ପରେ ବୋଲିଂରେ କରିସ୍ମା

ଲଡର୍‌ସ, ୧୬।୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଉଭୟ ବୋଲିଂ ବ୍ୟାଟିଂରେ କରିସ୍ମା ଦେଖାଉଛନ୍ତି ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ...

ଠିକଣା ସମୟରେ ନିଷ୍ପତ୍ତି ନିଆଯିବ: ଆଇସିସି

ମେଲବୋର୍ନ, ୧୮ା୪ (ପି.ଟି.)- କୋଭିଡ୍‌-୧୯ ଯୋଗୁ ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ ନା ଆସନ୍ତାବର୍ଷକୁ ଘୁଞ୍ଚତ୍ବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ନେଟ୍ସରେ ଲଗାତର ୫ ଛକା ମାରିଲେ ଧୋନୀ

ଚେନ୍ନାଇ,୭ା୩- ଦୀର୍ଘ ଦିନ ହେଲେ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ପ୍ରଭାବିତ ହୋଇନାହିଁ। ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ...

ସିଏସ୍‌କେର ନେଟ୍ସ ଆରମ୍ଭ

ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍‌ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍‌-୧୯...

ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ

ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ...

ଟି୨୦ ବିଶ୍ୱକପ୍‌ : ଅନ୍ତିମ ଦୁଇ ଦଳ ଭାବେ ଓମାନ, ସ୍କଟ୍‌ଲାଣ୍ଡର ଯୋଗ୍ୟତା

ଦୁବାଇ, ୩୧।୧୦ (ଏଏଫ୍‌ପି)- ଓମାନ ଓ ସ୍କଟ୍‌ଲାଣ୍ଡ ଅନ୍ତିମ ଦୁଇ ଦଳ ଭାବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌କୁ...

Advertisement
Archives

Model This Week