Posted inଫୁରସତ

ଆହତ ହୋଇ ନିଜେ ଡାକ୍ତରଖାନାରେ ପହଞ୍ଚିଲା ମାଙ୍କଡ

ସୋସିଆଲ ମିଡିଆରେ ଏକ ମାଙ୍କଡର ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ ମାଙ୍କଡ ଆହତ ହୋଇ ନିଜେ ଡାକ୍ତରଖାନା ଯାଇଥିବା ଦେଖିବାକୁ ମିଳିଛି। ମାଙ୍କଡଟି ଡେଉଁ ଥିବାବେଳେ କୌଣସି କାରଣବଶତଃ ଆହତ ହୋଇଥିଲା। ଏଭଳି ପରିସ୍ଥିତିରେ ସେ ଚିକିତ୍ସା ପାଇଁ ସିଧା ଡାକ୍ତରଖାନା ଭିତରେ ପଶି ଏପଟ ସେପଟ ହେବାରୁ ସେଠାକାର କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହି ଘଟଣା କର୍ନାଟକର ଡାଣ୍ଡେଲି ସହରରେ ଥିବା ପାଟିଲ ହସ୍ପିଟାରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ସନ୍ଦୀପ ତ୍ରିପାଠୀ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଟୁଇଟରରେ ଶେୟାର ହେବାର କିଛି ଘଣ୍ଟା ମଧ୍ୟରେ ୩ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ସୁନ୍ଦରୀ ଯୁବତୀ, ୪ ବର୍ଷ ବୟସରୁ କରିଆସୁଛନ୍ତି ର଼୍ୟାମ୍ପଓ୍ବାକ୍‌

ବହୁତ କମ୍‌ ବୟସରୁ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିବା ଫ୍ରାନ୍ସର ମଡେଲ ଥାୟଲେନ୍‌ ବ୍ଲୋଣ୍ଡେୟୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ତାଙ୍କ...

ମହାକାଶ ଯାନ ଖରାପ ହେଲେ ଜୀବନ ବଞ୍ଚାଇବ କ୍ରୁ ଡ୍ରାଗନ

ଓ୍ବାଶିଂଟନ, ୨୦।୧: ଏଣିକି ମହାକାଶ ମିଶନରେ କିଛି ଯାନ୍ତ୍ରିକ ଅସୁବିଧା ଉପୁଜିଲେ ଭୟ କରିବାର ନାହିଁ। ମହାକାଶ ଯାନ ଖରାପ ହେଲେ କିଭଳି ମହାକାଶଚାରୀଙ୍କ ଜୀବନ...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ଟ୍ରେନ୍‌ ଏସିଆ ମହାଦେଶର ସବୁଠୁ ବଡ଼ ନେଟ୍‌ଓ୍ବାର୍କ। ପ୍ରତିଦିନ ୧୩ ହଜାରରୁ ଅଧିକ ଯାତ୍ରୀ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି...

୨୦୦୦ ଫୁଟ ଉଚ୍ଚରେ ବସି ଫଟୋ ଉଠାଉଥିଲେ ଯୁବତୀ, ଭୟଙ୍କର ଭିଡିଓ ଦେଖିଲେ…

ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ। ତେଣୁ ଲୋକଙ୍କ ମଧ୍ୟରେ ସେଲଫି ଏବଂ ଦୁଃସାହସିକ ଫଟୋ ପାଇଁ ଏକ ଜବରଦସ୍ତ କ୍ରେଜ୍‌ ଆସିଛି। ସୋସିଆଲ ମିଡିଆ...

ମେଦବହୁଳତା ଯୋଗୁ ଭାଙ୍ଗିଲା ବିବାହ: ଓଜନ ହ୍ରାସ କରି ଜିତିଲେ ‘ମିସ୍‌ ଗ୍ରେଟ ବ୍ରିଟେନ’

ଅତ୍ୟଧିକ ମେଦବହୁଳତା ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ। ଏଥିଯୋଗୁ ବସିବା, ଉଠିବା ବା କାମ କରିବା କଷ୍ଟକର ହୋଇପଡିଥାଏ। ବେଳେ ବେଳେ ଲୋକମାନେ ଏଥିଯୋଗୁ...

ରେକର୍ଡ କଲା ହୀରାର ପଦ୍ମଫୁଲ ପରି ମୁଦି

ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍‌ବୁ ଅଗ୍ରଓ୍ବାଲ ଏକ ଖାସ୍‌ ଗହଣା କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି...

ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫...

କୁକୁରକୁ ଲାଲ୍‌ ରଙ୍ଗରେ ରଙ୍ଗାଇଲେ ମହିଳା, ଭିଡିଓ ଦେଖି ୟୁଜର କହିଲେ…

ଆପଣ ନିଶ୍ଚିତ ଭାବରେ ମଣିଷ ଏବଂ ପଶୁଙ୍କ ଜୀବନର ଅନେକ କାହାଣୀ ଶୁଣିଥିବେ। କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କ ସହିତ ବହୁତ ଅଦ୍ଭୁତ କାର୍ଯ୍ୟ...

Advertisement
Archives

Model This Week