ଆରୋଗ୍ୟ ସେତୁ ଆପ୍‌ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍‌

ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ ଏହି ଆପ୍‌କୁ ୧୩ କୋଟିରୁ ଅଧିକ ଥର ଡାଉନଲୋଡ୍‌ କରାଯାଇଛି। ଏହୀ ଆପ୍‌ ଏପ୍ରିଲ୍‌ ୨ରେ ଶୁଭାରମ୍ଭ ହୋଇଥିଲା। ଏହା ଦ୍ୱାରା ନିକଟରେ ଥିବା କରୋନ ସଂକ୍ରମିତଙ୍କ ସମ୍ପର୍କରେ ସତର୍କ ସୂଚନା ମିଳିପାରୁଥିବାରୁ ଅଧିକ ଲୋକ ଏଥି ପ୍ରତି ଆକର୍ଷିତ ହେଉଥିବା କୁହାଯାଉଛି। ଏପ୍ରିଲ୍‌ ୧୪ରେ ଏହି ଆପ୍‌କୁ ଡାଉନଲୋଡ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ୍‌ କରିଥିଲେ। ଏହାକୁ ଲୋକପ୍ରିୟତାକୁ ନେଇ କୁହାଯାଉଛି ଯେ, ଟେଲିଫୋନ୍‌ ୭୫ ବର୍ଷ ମଧ୍ୟରେ ୫ କୋଟି ଗ୍ରାହକ ସୃଷ୍ଟି କରିଥିବାବେଳେ ରେଡ଼ିଓ ୩୮ ବର୍ଷରେ ୫ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଥିଲା। ସେହିପରି ଟିଭି ୧୩ ବର୍ଷରେ ୫ କୋଟି ଲୋକଙ୍କ ପାଖରେ ପହଞ୍ଚିଥିଲା। ପୋକେମନ୍‌ ୧୯ ଦିନରେ ୫ କୋଟି ଗ୍ରାହକ ସୃଷ୍ଟି କରିଥିବାବେଳେ ଆରୋଗ୍ୟ ସେତୁ ଆପ୍‌ ମାତ୍ର ୫ଦିନରେ ୫କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୧ା୮(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୁଧବାର ଜେରା...

ସମଲିଙ୍ଗୀ ବିବାହ ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୨ା୫(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଦାବିରେ ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି...

ମାତୃଭାଷାରେ ଶିକ୍ଷା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୯:ବିଦ୍ୟାଳୟ ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୭ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି।...

ଦିଲ୍ଲୀରେ ଅଡ୍‌-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ...

କଥା ରଖିଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୪ ।୭: ପଞ୍ଜାବର ଆମ ଆଦମୀ(ଏଏପି) ସରକାର ଦିଲ୍ଲୀ ଭଳି ପଞ୍ଜାବରେ ବି ମାଗଣା ବିଜୁଳୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଥିନେଇ ସରକାର...

ଯାତ୍ରୀ ପାଲଟିଲେ ପାଇଲଟ

ନୂଆଦିଲ୍ଲୀ,୨।୧୨: ଜଣେ ସାଧାରଣ ଯାତ୍ରୀ ପୁଣେରୁ ଦିଲ୍ଲୀ ବିମାନ ଉଡାଇ ସଫଳତାର ସହ ଲ୍ୟାଣ୍ଡ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଏକ...

ଖତିଜା ପରଓ୍ବିନ୍‌ ଏବଂ ଅମରନାଥଙ୍କୁ ମିଳିଲା ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ,୨୪।୧୨: ଦେଶରେ ସିଏଏକୁ ନେଇ ବିରୋଧ ଏବଂ ହିିଂସା ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଖତିଜା ପରଓ୍ବିନ୍‌ ଏବଂ ଉତ୍ତରପ୍ରଦେଶରେ ବାସ କରୁଥିବା ଶରଣାର୍ଥୀ ଅମରନାଥଙ୍କୁ...

ପୂର୍ବତନ ବିଧାୟକଙ୍କୁ ୨ ବର୍ଷ ଜେଲ୍‌

ଲକ୍ଷ୍ନୌ,୨୧ା୯: ଆହ୍ଲାବାଦ ହାଇକୋର୍ଟ ବୁଧବାର ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ଜେଲରଙ୍କୁ ଧମକ ଦେବା ସହ ବନ୍ଧୁକ ଦେଖାଇବା ଅଭିଯୋଗରେ...

Advertisement
Archives

Model This Week