Posted inଜାତୀୟ

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ ସୀମା)ଠାରେ ଆନ୍ଦୋଳନରତ କୃଷକଙ୍କୁ ଭେଟିଥିଲେ। କୃଷକଙ୍କୁ ସମ୍ବୋଧନ କରି ଦିଲଜୀତ କହିଛନ୍ତି, ସମସ୍ତ କୃଷକ ଭାଇଙ୍କୁ ସଲ୍ୟୁଟ। ଆପଣମାନେ ଇତିହାସ ସୃଷ୍ଟି କରିଛନ୍ତି। ଏହାକୁ ଭବିଷ୍ୟତର ପୀଢ଼ି ମନେ ରଖିବେ। କୃଷକଙ୍କ ଉପରୁ କେହି ଧ୍ୟାନ ହଟାଇବାକୁ ଚେଷ୍ଟା କରିବା ଅନୁଚିତ। କେନ୍ଦ୍ର ସରକାରଙ୍କୁ ଆମର ଗୋଟିଏ ଅନୁରୋଧ। କୃଷକଙ୍କ ଦାବି ପୂରଣ କର। ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ଏଠାରେ ଆନ୍ଦୋଳନ କରୁଛନ୍ତି। ପୂରା ଦେଶ କୃଷକଙ୍କ ସହ ଛିଡ଼ା ହୋଇଛି। ସୋସିଆଲ ମିଡିଆରେ କୃଷକଙ୍କ ଆନ୍ଦୋଳନ ନେଇ କିଛି ମିଥ୍ୟା ଖବର ପ୍ରଚାର କରାଯାଉଛି। ଏଠାରେ କେହି ହିଂସା ଘଟାଉ ନାହାନ୍ତି। ସୂଚନାଥାଉ କି, ଦିଲଜୀତ କ୍ରମାଗତ ଭାବେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନୂତନ କୃଷି ଆଇନକୁ ପଞ୍ଜାବ ନୁହେଁ ସମଗ୍ର ଦେଶ ପ୍ରତିବାଦ କରୁଛି’

ନୂଆଦିଲ୍ଲୀ,୬।୨: ନୂତନ କୃଷି ଆଇନକୁ କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି। ବାସ୍ତବ କଥାକୁ ଯଦି କେନ୍ଦ୍ର ସରକାର ଦେଖି ନ ପାରନ୍ତି,...

କୋମାରେ ଯୋଗୀ

ରାୟପୁର,୧୦।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏବେ ସେ କୋମାକୁ ଚାଲିଯାଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ...

୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି...

ମୃତ୍ୟୁବି ଏମାନଙ୍କୁ କରିପାରିଲାନି ଅଲଗା

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଆଉ...

ବ୍ରିଜ୍‌ଭୂଷଣଙ୍କ ଉପରେ କାହିଁକି ନିଆଯାଇନାହିଁ କାର୍ଯ୍ୟାନୁଷ୍ଠାନ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨।୬: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ନେଇ ଭାଜପା ଉପରେ ବର୍ଷିଛନ୍ତି।...

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୧୦।୪ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସଫଳତା ମିଳିଛି। ଶ୍ରୀନଗରରେ ରବିବାର ୨ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ଦୁଇ...

୬୦ ଘଣ୍ଟା ପରେବି ବୋରଓ୍ବେଲରେ ଫସିଥିବା ଶିଶୁ ଜୀବିତ

ତ୍ରିଚି,୨୮।୧୦: ତାମିଲନାଡୁର ତ୍ରିଚିରେ ଜଣେ ୨ ବର୍ଷର ଶିଶୁ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ। ଆଉ ୬୦ ଘଣ୍ଟା ପରେ ଅର୍ଥାତ୍‌ ରବିବାର ରାତି ପର୍ଯ୍ୟନ୍ତ...

ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ନାବାଳିକା

ନୂଆଦିଲ୍ଲୀ,୨୧।୧୨: ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଓ୍ବାନ ଅଞ୍ଚଳରେ ଘରେ କାମ କରୁଥିବା ଜଣେ ୧୪ ବର୍ଷୀୟା ନାବାଳିକା ଆଣିଛନ୍ତି ବଳାତ୍କାର ଅଭିଯୋଗ। ୧୭ ବର୍ଷୀୟ...

Advertisement
Archives

Model This Week