ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼

ବାଗଦାଦ,୧୫ା୩(ଏଏଫ୍‌ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍‌ର ଉତ୍ତର ପାର୍ଶ୍ୱରେ ଥିବା ଏହି ଘାଟି ଉପରେ ଦିନବେଳା ଆକ୍ରମଣ କରାଯାଇଛି। ଗତ ଅକ୍ଟୋବରଠାରୁ ଆମେରିକା ସୈନ୍ୟ ରହୁଥିବା ଇରାକର ବିଭିନ୍ନ ଘାଟି ଉପରେ ଏହା ୨୩ତମ ଆକ୍ରମଣ। ଶନିବାର ହୋଇଥିବା ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବାବେଳେ ହାଶେଦ୍‌ ଅଲ୍‌-ଶାବିକୁ ଏଥିପାଇଁ ଦୋଷ ଦେଇଛି ଆମେରିକା। ଟାଜି ଏୟାରବେସ୍‌ ଉପରେ ଅନେକ ରକେଟ ମାଡ଼ କରାଯାଇଥିବା ଇରାକ ଓ ଆମେରିକାର ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ଇରାକର ଦୁଇଜଣ ସୈନ୍ୟ ଗୁରୁତର ହୋଇଛନ୍ତି। ଇରାକୀ ସେନା ଲଞ୍ଚ୍‌ ପ୍ୟାଡ୍‌ ଠାବ କରିଥିବାବେଳେ ଆକ୍ରମଣକାରୀଙ୍କୁ ଧରିବାରେ ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ

ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ...

ଏହି ଦେଶରେ ଟୁଇଟର ଉପରୁ ହଟିଲା ପ୍ରତିବନ୍ଧକ

ଅବୁଜା,୧୩ା୧: ଦେଶରେ ୨୦ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆ ନେଟଓ୍ବାର୍କରୁ ବାହାର ହେବାର ସାତ ମାସ ପରେ ଟୁଇଟରରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି...

ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା

ଦୁବାଇ,୧୩।୪: ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ...

ଘର ଛାଡ଼ିବାକୁ କହୁଛି ତାଲିବାନ୍‌

କାନ୍ଦାହାର, ୧୫ା୯: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ଥିବା ଏକ ଆବାସିକ ଆର୍ମି କଲୋନିରେ ଲୋକଙ୍କୁ ଘର ଛାଡ଼ିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଏପରିକି...

ପୃଥିବୀ ପାଇଁ ଲାଭଦାୟକ ହେବ ପ୍ଲାଷ୍ଟିକ ବର୍ଜ୍ୟ, ବାୟୋଚାରରେ ହେବ ପରିଣତ…

ଓ୍ବାଶିଂଟନ,୧୮।୧ : ବୈଜ୍ଞାନିକମାନେ ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବାୟୋଚାରରେ ପରିଣତ କରିପାରିବ। ଏହା ମାଟିର ଉର୍ବରତା ବୃଦ୍ଧି କରିବାରେ...

ପାକିସ୍ତାନ- ଚାଇନାକୁ ଝଟକା: ୟୁଏନଏସସିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ୯ଟି ଭୋଟ ସପକ୍ଷରେ ଆଣିପାରିଲେ ନାହିଁ ଦୁଇଦେଶ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନକୁ ପୁଣି ଝଟକା। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନକୁ ୟୁଏନଏସସିରେ କେବଳ ଚାଇନାକୁ...

ଚାଇନାର ଧମକ ପରେ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବ ପାକିସ୍ତାନ…

ଇସଲାମାବାଦ, ୧୦।୯ : ଆସନ୍ତା ସପ୍ତାହରୁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପିତ ସ୍ବତନ୍ତ୍ର ବିଦ୍ୟୁତ ଶକ୍ତି ଉତ୍ପାଦକ (ଆଇପିପି) ମାନଙ୍କୁ ଦେୟ ଆରମ୍ଭ କରିବାକୁ...

ଇରାକ ସଂସଦକୁ ଘେରିଲେ ପ୍ରଦର୍ଶନକାରୀ

ବାଗଦାଦ,୨୮ ।୭: କିଛିଦିନ ପୂର୍ବେ ପଡୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ରାଜାନୈତିକ ଅସ୍ଥିରତା କାରଣରୁ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ସଡ଼କ...

Advertisement
Archives

Model This Week