ଆମେରିକାରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୩: ଆମେରିକାରେ ଜଣେ ୫୦ ବର୍ଷିୟା ମହିଳାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହାସହ ଆମେରିକାରେ ଆଉ ୨୨ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ସେ କହିଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ଆମେରିକା ଚେଷ୍ଟା ଜାରି ରଖିଥିବା ବେଳେ ଏହାର ଭ୍ୟାକ୍ସିନକୁ ନେଇ ଦେଶର ସର୍ବବୃହତ୍ତ ଫାର୍ମାସ୍ୟୁଟିକାଲ କମ୍ପାନୀ ସହ ନିଜେ ଟ୍ରମ୍ପ କଥା ହୋଇଥିବା ଜଣାପଡିଛି। ଉକ୍ତ ମହିଳାଙ୍କର ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ସହ ସେ କେରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ଯାହା ଦୁର୍ଭାଗ୍ୟ ଜନକ ବୋଲି ଟ୍ରମ୍ପ ଖବରଦାତାଙ୍କୁ ସୂଚନା ଦେବା ସମୟରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଶେଷରେ ଚାଇନାରେ ପ୍ରଥମ କରି ଦେଖାଯାଇଥିବା କରୋନା ଭାଇରସ ଯୋଗୁ ଏବେ ସେଠାରେ ୨,୮୩୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଡଲାରରୁ କମ୍‌ରେ ମିଳିବ ସ୍ପୁଟନିକ୍‌-ଭି ଭାକ୍ସିନ

ମସ୍କୋ,୨୪।୧୧: ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଏଯାଏଁ ଔଷଧ ପ୍ରସ୍ତୁତ ହୋଇ ନ...

ସୁଇଡେନ୍‌, ଫିନ୍‌ଲାଣ୍ଡକୁ ରୁଷିଆ ବିପଦ

ମସ୍କୋ, ୧୫ା୪:ୟୁକ୍ରେନ୍‌ ପରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ପ୍ରତି ରୁଷିଆ ଆଡ଼ୁ ବିପଦ ଘନେଇଛି। ନାଟୋ ସାମରିକ ମେଣ୍ଟରେ ସାମିଲ ହେବାକୁ ଏହି ଦୁଇ ଦେଶ...

କ୍ଷମା ମାଗିଲେ ଜେନେରାଲ ମିଲେ

ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍‌ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ...

ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ କରିବୁ: ଚାଇନାକୁ ତାଇଓ୍ବାନର ଚେତାବନୀ…

ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି...

ମହାକାଶକୁ ଗଲେ ୪ ସାଧାରଣ ନାଗରିକ

ଫ୍ଲୋରିଡା,୧୬ ।୯: ମହାକାଶକୁ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଅରବପତିଙ୍କ ଆଶା ଏବେ ପୂରଣ ହେବାକୁ ଯାଉଛି । ଭାରତୀୟ ସମୟଅନୁସାରେ ଗୁରୁବାର ଭୋର ପ୍ରାୟ...

ଏହି ଦେଶରେ ରହିଛି ସମୁଦ୍ର ମନ୍ଥନରେ ମିଳିଥିବା ଅମୃତ କଳସ

ଇଣ୍ଡୋସେନିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି। କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ...

ନେପାଳକୁ ଚାଇନାର ନାଲିଆଖି…

କାଠମାଣ୍ଡୁ, ୧୪।୧୨: ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର କମ୍ୟୁନିଷ୍ଟ ସରକାର ନିଜର ହସ୍ତକ୍ଷେପ ନୀତି ଜାରି ରଖିଛନ୍ତି। ଏବେ ଚାଇନା ନେପାଳକୁ ନାଲି ଆଖି ଦେଖାଇବା...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

Advertisement
Archives

Model This Week