ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ ପ୍ରାକ୍ଟିକାଲ। ତେବେ ଏହି ମିଷ୍ଟର ପରଫେକ୍ଟଙ୍କ ପାଇଁ ଦିବଙ୍ଗତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ଏକଦା କାନ୍ଦିବାକୁ ପଡ଼ିଥିଲା।
ଆମିର ଏବଂ ଦିବ୍ୟାଙ୍କ ମଧ୍ୟରେ ବିବାଦ ଲଣ୍ଡନରୁ ଆରମ୍ଭ ହୋଇଥିଲା। ସେଠାରେ ଆମିର, ଦିବ୍ୟାଙ୍କ ସହ ସୁନୀଲ ସେଠୀ, ରବୀନା ଟଣ୍ଡନ, ଜୁହି ଚାଓ୍ବଲା ଏବଂ ସଲମାନ୍‌ ଖାନ୍‌ ପରଫର୍ମ କରିବାର ଥିଲା। ମାତ୍ର ଦିବ୍ୟା କେତୋଟି ଷ୍ଟେପ୍‌ ଭୁଲିଯାଇଥିଲେ। ଏକଥା ଆମିର ଜାଣିପାରିଥିଲେ। ତେଣୁ ସେ ତାଙ୍କ ସହ ପରଫର୍ମ କରିବାକୁ ମନା କରିଦେଇଥିଲେ। ଏହା ଦିବ୍ୟାଙ୍କୁ ଭାରି ଖରାପ ଲାଗିଥିଲା। ତେଣୁ ସେ ବାଥ୍‌ରୁମ୍‌ରେ ବସି ଘଣ୍ଟାଏ ପର୍ଯ୍ୟନ୍ତ କାନ୍ଦିଥିଲେ। ଏ କଥା ନିଜେ ଦିବ୍ୟା ଏକ ସାକ୍ଷାତକାରରେ କହିଥିଲେ। ଏହି ସମୟରେ ସଲମାନ୍‌ ତାଙ୍କର ସାଥ୍‌ ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଓ୍ବନ ସିଂଙ୍କ ଗୀତରେ ଟୁଇଟ୍‌ କଲେ ଏଲନ୍‌ ମସ୍କ!

ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂଙ୍କ ଗୀତ ‘ଲଲିପପ୍‌ ଲାଗେଲୁ’ ଏକ ଜବରଦସ୍ତ ହିଟ୍‌ ଗୀତ। ଲୋକମାନେ ଏହି ଗୀତରେ ପାର୍ଟିରେ ଜୋର୍‌ଦାର ଡ୍ୟାନ୍ସ...

ନସିରୁଦ୍ଦିନ-ଅନୁପମଙ୍କ ବିବାଦକୁ ନେଇ ଟୁଇଟ୍‌ କଲେ ରାହୁଲ

ମୁମ୍ବାଇ: ବଲିଉଡ୍‌ର ଦୁଇ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା ଓ ଅନୁପମ ଖେର ଏବେ ଅଛନ୍ତି ଚର୍ଚ୍ଚାରେ। ନିକଟରେ ନସିରୁଦ୍ଦିନ ଶାହା ଏକ ସାକ୍ଷାତ୍‌କାରରେ ଅଭିନେତା...

କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨...

ଲୋକପ୍ରିୟ ‘ରାମାୟଣ’ର ସୀତା ଦୀପିକା କରିଛନ୍ତି ବୋଲ୍ଡ ଫିଲ୍ମରେ ଅଭିନୟ!

ମୁମ୍ବାଇ: ସୁପରହିଟ୍‌ ଟେଲି ସିରିୟାଲ ରାମାୟଣ ସମସ୍ତଙ୍କ ହୃଦୟରେ ରାଜ୍‌ କରିଛି। ସେଥିରେ ଅଭିନୟ କରିଥିବା ରାମସୀତା ଯୋଡିଙ୍କୁ ଦର୍ଶକ ଭଗବାନ ବୋଲି ମାନି ଥାଆନ୍ତି।...

ଆର୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି...

ପୁଣି ଏକାଠି କାମ କରିବେ ରୋହିତ-ଅଜୟ

ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅଭିନେତା ଅଜୟ ଦେବଗନଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ। ରୋହିତ ଏବଂ ଅଭିନେତାଙ୍କ ଫିଲ୍ମ ‘ସିଙ୍ଘମ’ ଏବଂ...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା...

ବିବାହ କରି ନ ପାରି ସଲମାନ୍‌ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ

ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ...

Advertisement
Archives

Model This Week