ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ମକା ବୋଝେଇ ଟ୍ରକ୍‌ ଠାବ: ଡ୍ରାଇଭର ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା,୧୪।୧୨(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ଏକ ମକା ବୋଝେଇ ଟ୍ରକ୍‌କୁ ଶନିବାର ଠାବ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ୫ ତାରିଖ ରାତିରେ ଟ୍ରକ୍‌ଟି ଉମରକୋଟରୁ କଟକ ଯାଉଥିବା ବେଳେ ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଖବର ପାଇ ସକାଳୁ ଅମାପାଣି ପୋଲିସ ତାଙ୍କ ମୃତଦେହ ଉଦ୍ଧାର ଲାଗି ଉଦ୍ୟମ ଜାରି ରଖିଛି। ମୃତକ ଡ୍ରାଇଭର ବୌଦ୍ଧ ହରଭଙ୍ଗାର ହେମନ୍ତ ଭୋକ୍ତା ବୋଲି ଜଣାପଡ଼ିଛି। ଡ୍ରାଇଭରଙ୍କ ସହ ହେଲପେର ମଧ୍ୟ ଟ୍ରକ୍‌ ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ସରିବା ପରେ ଟ୍ରକ୍‌ ଭିତରେ କେତେ ଜଣ ଥିଲେ ତାହା ଜଣାପଡ଼ିବ ବୋଲି ପୋଲିସ କହିଛି। ଟ୍ରକ ରାତିରେ ଘାଟି ତଳେ ଖସିଥିବାରୁ କେହି ଟେର ପାଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଣକୁଳର ନିଆରା ମୁଣ୍ଡ ରାମଲୀଳା

ନୟାଗଡ଼ ଅଫିସ,୧୭।୫(ରଞ୍ଜନ କୁମାର ପ୍ରଧାନ)-ରାଜ୍ୟ ତଥା ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଯାତ୍ରା ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୁଏ। ହେଲେ ନୟାଗଡ଼ ଜିଲା ଶରଣକୁଳ...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଝରିଗାଁ,୨୪।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧଙ୍ଗଡ଼ାମାଲ ଗ୍ରାମରେ ବୁଧବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ...

ଓଟି ଛାତରୁ ଗଳୁଛି ପାଣି

ଯୋଡ଼ା, ୯।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ସରକାରୀ ଡାକ୍ତରଖାନାର ଅପରେସନ ଥିଏଟର (ଓଟି) ନିର୍ମାଣର ୪ ମାସ ନ ପୂରୁଣୁ ଛାତ ସିଲିଂରୁ ବର୍ଷାପାଣି...

ବୁଲେଟ୍‌ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର,୨୮ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମାଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ...

ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର

ଦେବଗଡ଼, ୭ା୧୨(ଡ଼ି.ଏନ୍‌.ଏ.) – ଦେବଗଡ଼ରେ ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ...

ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା...

ଦିବ୍ୟାଙ୍ଗ ବୁରୁଧ୍‌କୁଁ ଉଧାର କଲେ ସ୍ବେଚ୍ଛାସେବୀ

ବିଜେପୁର, ୨୭।୭ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍‌ରେ ଦିବ୍ୟାଙ୍ଗ ବୁରୁଧ୍‌ ବିରଞ୍ଚତ୍ ତାଣ୍ଡି ଅସାହା ହେଇ...

ଅଜଣା ରୋଗରେ ପୀଡ଼ିତ ସଞ୍ଜୀବ: ଭଗବାନ ଭରସାରେ ଗରିବ୍‌ ମା’ବାପ୍‌

ଜାମଟିକ୍ରା, ୧୮।୧୨ (ଡି.ଏନ୍‌.ଏ.)-ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି ଗଁାର ନିରଞ୍ଜନ ପାଣ୍ଡେ ଆର ଚନ୍ଦ୍ରକାନ୍ତିକଁର ବଡ଼ ପୁଓ ସଞ୍ଜୀବ ପାଣ୍ଡେ(୨୧)। ସେ...

Advertisement
Archives

Model This Week