Posted inଜାତୀୟ

ଆଗ୍ରା ଜେଲ୍‌କୁ ଗଲେ ୩୦ ଆତଙ୍କବାଦୀ

ଆଗ୍ରା,୯।୮(ଆଇଏଏନ୍‌ଏସ୍‌):୩୦ କଶ୍ମୀରୀ ଆତଙ୍କବାଦୀଙ୍କୁ ଗୁରୁବାର ଅପରାହ୍ନରେ ଆଗ୍ରା ଜେଲ୍‌କୁ ନିଆଯଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆଗ୍ରାସ୍ଥିତ ଖେରିଆ ବିମାନବନ୍ଦରକୁ ନିଆଯାଇଛି। ସେଠାରୁ ଆଗ୍ରା କେନ୍ଦ୍ରୀୟ ଜେଲ୍‌କୁ ନିଆଯାଇଥିବା ଜଣାପଡ଼ିଛି। କାରାଗାର ବାହାରେ ଅତିରିକ୍ତ ବଳ, ପ୍ରୋଭିନ୍ସିଆଲ୍‌ ଆର୍ମଡ୍‌ କନଷ୍ଟେବୁଲାରି (ପିଏସି) ଏବଂ ଏସ୍‌ଡବ୍ଲ୍ୟୁଓଟି ଟିମ୍‌ ମୁତୟନ ଅଛନ୍ତି। ତେବେ ଏହି ଜେଲ୍‌କୁ କେଉଁ ଆତଙ୍କବାଦୀ ଏକଦୀଙ୍କୁ ଅଣାଯାଇଛି ସେନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ମୁହଁ ଖୋଲିବାକୁ ମନାକରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରଖନାଥଙ୍କୁ ଖେଚୁଡି ଚଢ଼ାଇଲେ କଣ୍ଠଶିଳ୍ପି ଅନୁରାଧା

ଲକ୍ଷ୍ନୌ,୧୪।୧: ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୋଡଓ୍ବାଲ ଉତ୍ତରପ୍ରଦେଶର ଗୋରଖପୁରରେ ଅବସ୍ଥିତ ଗୋରଖନାଥ ମନ୍ଦିରକୁ ମଙ୍ଗବଳାର ଗସ୍ତ କରିଛନ୍ତି। ସେଠାରେ ଗୁରୁ ଗୋରଖନାଥଙ୍କୁ ଦର୍ଶନ କରିବା...

ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ...

ଡିସେମ୍ବର ୨ରେ ନୌସେନାରେ ସାମିଲ୍‌ ହେବେ ପ୍ରଥମ ମହିଳା ପାଇଲଟ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ବାୟୁସେନାରେ ୩ ଜଣ ମହିଳା ପାଇଲଟ ଯୋଗଦେଇଥିବା ବେଳେ ଏବେ ନୌସେନାରେ ଜଣେ ମହିଳା ପାଇଲଟ୍‌ ଯୋଗଦେବେ। ବିହାର ମୁଜାଫରପୁର ବାସିନ୍ଦା ଲ୍ୟୁଟ୍‌ନାଟ୍‌...

ଗଛରେ ଆର୍ବିଭାବ ହେଲା ଭଗବାନଙ୍କ ଆକୃତି: ଲୋକେ ଏହାକୁ କରିଦେଲେ ମନ୍ଦିର

କୋଏମ୍ବାଟୁର,୧୭।୬: ତାମିଲନାଡୁର କୋଏମ୍ବାଟୁରରେ ଏକ ରାସ୍ତାକଡ଼ରେ ଥିବା ଗୁଲମୋହର ଗଛରେ ଭଗବାନଙ୍କ ଗଣେଷଙ୍କ ଆକୃତି ଦେଖି ଲୋକେ ଏହାକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର...

ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ

ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ,...

ଅର୍ଣ୍ଣବଙ୍କୁ ମିଳିବ କି ଜାମିନ, ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି

ନୂୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ବୁଧବାର ରିପ୍ଲବିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ୱାରା ମୁମ୍ବାଇ ହାଇକୋର୍ଟଙ୍କ ୯ ନଭେମ୍ବର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ...

୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।...

Advertisement


Archives

Model This Week