Posted inଫୁରସତ

ଆଇସ୍‌କ୍ରିମ୍‌ ଚାଟି ଖାଇ ଫ୍ରିଜ୍‌ରେ ରଖିବା ଯୁବକଙ୍କ ପାଇଁ ପଡ଼ିଲା ମହଙ୍ଗା, ମାସେ ଜେଲ୍‌ ସହ ୧ ଲକ୍ଷ ଟଙ୍କା ଜରିମାନା

ଓ୍ବାଶିଂଟନ୍‌: ଆମେରିକାର ଆଣ୍ଡର୍‌ସନ ନାମକ ଜଣେ ୨୪ ବର୍ଷୀୟ ଯୁବକ ଆଇସ୍‌କ୍ରିମ ଚାଟି ଖାଇ ଫ୍ରିଜ୍‌ରେ ରଖିଦେବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ତାଙ୍କୁ ୩୦ ଦିନ ଜେଲ୍‌ ଏବଂ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିଛି। ଆଣ୍ଡରସନ୍‌ ହୁଷ୍ଟନ୍‌ ସହରରୁ ୧୪୫ କିଲୋମିଟର ଦୂର ପୋର୍ଟ ଆର୍ଥରସ୍ଥିତ ଓ୍ବାର୍ଟମାର୍ଟ ସୁପରମାର୍କେଟରେ ଥିବା ଏକ ଦୋକାନ ଫ୍ରିଜ୍‌ରୁ ଆଇସ୍‌କ୍ରିମ ବାହାର କରି ଚାଟି ଖାଇବା ପରେ ପୁଣି ଫ୍ରିଜ୍‌ରେ ରଖି ଦେଉଥିଲେ। ଏନେଇ ତାଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୋକାନର ସିସିଟିଭି ଯାଞ୍ଚ କରାଯାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥିସହିତ ୧୦୦ ଘଣ୍ଟା ଦୋକାନରେ ମାଗଣା କାମ କରିବାକୁ ପଡ଼ିଥିଲା। ଏପରିକି ଆଣ୍ଡରସନ୍‌ ଆଇସ୍‌କ୍ରିମ୍‌ କମ୍ପାନିକୁ ୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ନ୍ତା ସାପ ଭଳି ରୋବୋ

ଓ୍ବାଶିଂଟନ୍‌,୧୬ା୧୨:ଆଧୁନିକ ଯୁଗରେ କଳକାରଖାନା ହେଉ ଅବା ରିସର୍ଚ୍ଚ ସେଣ୍ଟର ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ରୋବୋ ସାହାଯ୍ୟରେ କମ୍‌ ସମୟରେ ଓ ଅତି...

ସୁଖ୍ୟାତ ଲେଖକ ଆନ୍ଥୋନୀ ବର୍ଗେସ

ସମାନୁପାତିକ ଭାବରେ ସେ ଥିଲେ ଜଣେ ଲେଖକ ଏବଂ ଜଣେ ମ୍ୟୁଜିକ୍‌ କମ୍ପୋଜର। ସେ ସାହିତ୍ୟ ସୃଷ୍ଟିକରି ଯେତିକି ଶୀର୍ଷକୁ ଯାଇଥିଲେ; ସଂଗୀତ ମଧ୍ୟ ତାଙ୍କ...

ଅନ୍‌ଲାଇନ୍‌ରେ ଯୁବତୀ ଅର୍ଡର କରିଥିଲେ ଡ୍ରେସ୍‌, ଘରେ ପହଞ୍ଚିଲା…

ଅନ୍‌ଲାଇନ୍‌ ଶପିଂର କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି, କିନ୍ତୁ ଲୋକେ ଅଭିଯୋଗ କରନ୍ତି ଯେ, ସେମାନେ ଓ୍ବେବ୍‌ସାଇଟ୍‌ରେ ଡ୍ରେସ୍‌ର ଫଟୋ ଏବଂ ରଙ୍ଗ ଦେଖନ୍ତି।...

ଡିଜିଟାଲ୍‌ ଠକେଇ

ମୋବାଇଲରେ କ୍ୟାଶ୍‌ଲେସ୍‌ ଇ- ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍‌ଶନ୍‌ କମିଛି। ହେଲେ ବର୍ତ୍ତମାନ...

୩୩ ପ୍ରତିଶତ ଭାରତୀୟ ମହିଳା ବ୍ୟବହାର କରୁଛନ୍ତି ଇଣ୍ଟରନେଟ: ୟୁଏନ ରିପୋର୍ଟ…

ନୂଆଦିଲ୍ଲୀ,୨୦।୩ : ମିଳିତ ଜାତିସଂଘ ମହିଳା ସଂଗଠନ ମହିଳା ସ୍ଥିତି (ୟୁଏନ-ସିଏସଡବ୍ଲ୍ୟୁ) ଆୟୋଗ ପକ୍ଷରୁ ଡିଜିଟାଲ ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବାକୁ...

ବନ୍ଧୁ ପାଇଁ ଦିନଟିଏ…

ଭୁବନେଶ୍ୱର,୧।୮(ବ୍ୟୁରୋ)- ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ ବା ଫ୍ରେଣ୍ଡଶିପ୍‌ ଡେ’। ସୁଖ, ଦୁଃଖ ଭଲମନ୍ଦ ସବୁଥିରେ ପାଖରେ ଛିଡ଼ା ହେଉଥିବା ବ୍ୟକ୍ତି ଜଣଙ୍କ ହେଉଛି...

ଉତ୍ପାତ କରୁଥିବା ୨୦୦ ମାଙ୍କଡ଼ଙ୍କ ପାଇଁ ଅଜବ ନିଷ୍ପତ୍ତି ନେଲେ ସରକାର

ଥାଇଲାଣ୍ଡରେ ଦଳେ ମାଙ୍କଡ଼ ଏଭଳି ଉତ୍ପାତ କଲେ ଯେ, ସେଠାକାର ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ବନ୍ୟଜନ୍ତୁଙ୍କ ବିରୋଧରେ...

ଯେଉଁଠି କଦଳୀ ଗଛକୁ ବିବାହ କରନ୍ତି ଝିଅ

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ।...

Advertisement
Archives

Model This Week