ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌ ଅବା ଜୋତା ସବୁ ଷ୍ଟାଇଲରେ ନିଜକୁ ଅପଡେଟ୍‌ ରଖନ୍ତି..

ଆଇ ବ୍ରୋ ଫ୍ୟାଶନରେ ଏବେ ଏକ ଭିନ୍ନ ପ୍ରକାରର ଟ୍ରେଣ୍ଡ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। ଆଇବ୍ରୋକୁ ଏକ ସୁନ୍ଦର ରାଉଣ୍ଡ ସେପ୍‌ ଦେବା ପାଇଁ ମହିଳାମାନେ ଚେଷ୍ଟା କରିଥାନ୍ତି। କିନ୍ତୁ ଏବେ ମାସ୍କ ପିନ୍ଧିବାକୁ ପଡୁଥିବାରୁ କେବଳ ଆଇ ବ୍ରୋ ଷ୍ଟାଇଲ ହିଁ ଦେଖାଯାଉଛି। ତେଣୁ ଏହାକୁ ନେଇ ଏବେ ବିଭିନ୍ନ ଏକ୍ସପେରିମେଣ୍ଟ କରାଯାଉଛି। ଏହି ଟ୍ରେଣ୍ଡରେ ଏବେ ଆଇବ୍ରୋକୁ ଡବଲ ଲୁକ୍‌ ଦେଇ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି ଯୁବପିଢି। ଅର୍ଥାତ୍‌ ଦେହର ବିଭିନ୍ନ ଅଂଶରେ ଟାଟୁ କରିବା ଭଳି ଆଇ ବ୍ରୋ ପାଖରେ ଟାଟୁ କରି ଏକ ନୂଆ ଷ୍ଟାଇଲ୍‌ କରାଯାଉଛି। ଆଇ ବ୍ରୋ’ର ଏହି ବୋଲ୍ଡ ଷ୍ଟାଇଲ୍‌ ପ୍ରଥମେ ୟୁରୋପରେ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଆମ ଦେଶରେ ମଧ୍ୟ ଅନେକ ଏହି ଫ୍ୟାଶନକୁ ଆପଣେଇଲେଣି। ଏହି ଫ୍ୟାଶନକୁ ଆପଣେଇବାକୁ ଚାହୁଁଥିଲେ କିଛି ଦିଗ ଉପରେ ଧ୍ୟାନ ଦିଅନ୍ତୁ।
– ଯଦି ଏହି ଷ୍ଟାଇଲ୍‌ କରିବାକୁ ଚାହାନ୍ତି ତେବେ ପ୍ରଥମେ ଟେମ୍ପରାରି କରି ଦେଖନ୍ତୁ ଏହା ଆପଣଙ୍କୁ ସୁଟ୍‌ କରୁଛି କି ନାହିଁ।
– ଯଦି ପରମାନେଣ୍ଟ ଆଇ ବ୍ରୋ ଶେପ୍‌ ଦେବାକୁ ଚାହାନ୍ତି ତେବେ ଏକ୍ସପର୍ଟଙ୍କୁ ଡାକି ଆଇ ବ୍ରୋ ଟାଟୁ କରନ୍ତୁ।
– ଏଭଳି ଡିଜାଇନରେ ପରମାନେଣ୍ଟ ଟାଟୁ କରିବା ପୂର୍ବରୁ ଅନ୍ୟ ଏକ୍ସପର୍ଟମାନଙ୍କର ପରାମର୍ଶ ନିଅନ୍ତୁ। କାରଣ ହୁଏତ କିଛି ମାସ ପରେ ଆପଣଙ୍କୁ ଏହା ବୋର ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ...

ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ

ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି...

ବର୍ଷାଦିନେ ଗହଣାର ଯତ୍ନ

ସୁନାରୁପା ଅପେକ୍ଷା ଆଜିକାଲି ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ବେଶ୍‌ ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣା ପିନ୍ଧିବା ପାଇଁ ମଧ୍ୟ ହାଲୁକା।...

କାହା ପାଇଁ କେଉଁ ଦିଗ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ବାସ୍ତୁ ଶାସ୍ତ୍ରରେ ଘରର ସମସ୍ତ ଦିଗକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ। ପଶ୍ଚିମ ଏବଂ ଉତ୍ତରର ମଧ୍ୟଭାଗରେ ଅବସ୍ଥିତ ଉତ୍ତର-ପଶ୍ଚିମ ଦିଗକୁ ବାୟବ୍ୟ କୋଣ କୁହାଯାଏ। ସେହିଭଳି...

ଦୂରସ୍ତାନକୁ ଯାତ୍ରା କରୁଥିଲେ

ଯାତ୍ରା ସର୍ବଦା ଆନନ୍ଦ ଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା ଅନେକ କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ...

ଲାଟେଷ୍ଟ ସୁଟ୍‌ ଡିଜାଇନ

ସାଧାରଣତଃ ମହିଳାମାନେ ସାଲଓ୍ବାର ସୁଟ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି। ଏହା ପିନ୍ଧିବାକୁ ବେଶ୍‌ ଆରାମଦାୟକ ହୋଇଥାଏ। ଦେଖିବାକୁ ଗଲେ ପୁରୁଣା ଦିନର କିଛି ଡିଜାଇନ...

କ୍ୟାନ୍‌ସର ଆଶଙ୍କା କମାଏ ସୁସ୍ଥ ପରିବେଶ

କଥାରେ ଅଛି-‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଉନ୍ନତ ଚିକିତ୍ସା ପ୍ରଣାଳୀ ଦ୍ୱାରା କ୍ୟାନ୍‌ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇପାରୁଛି ଏବଂ କେତେକ ପ୍ରକାର କ୍ୟାନ୍‌ସରରୁ...

ଅଗ୍ନିମାନ୍ଦ୍ୟ ରୋଗ

ପାଚନ ବିକାରର ମୂଳ କାରଣକୁ ଭୋକ ନ ଲାଗିବା ବା ଅଗ୍ନିମାନ୍ଦ୍ୟ କୁହାଯାଏ। ଅଗ୍ନିମାନ୍ଦ୍ୟ ରୋଗ କାରଣରୁ ପାଚନ ଶକ୍ତିର ହ୍ରାସ ଓ ଖାଦ୍ୟ ପଦାର୍ଥ...

Advertisement
Archives

Model This Week