ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର: ମିଳୁନି ପରିଚୟ

ବରଗଡ଼ ଅଫିସ,୨୦।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଚୋରଗ୍ରୀଣ୍ଡୋଲା ଗ୍ରାମରେ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ନାବାଳିକାଙ୍କୁ ସୋମବାର ଉଦ୍ଧାର କରାଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର଼ ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ଗ୍ରାମବାସୀଙ୍କଠାରୁ ଏ ନେଇ ସୂଚନା ପାଇଥିଲେ। ପରେ ସେ ଜିଲା ଶିଶୁ ମଙ୍ଗଳ ସମିତିକୁ ଖବର ଦେଇଥିଲେ। ଖବରପାଇ ଚାଇଲ୍ଡ ଲାଇନ୍‌ ସଦସ୍ୟମାନେ ସେଠାକୁ ଯାଇ ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ ସମିତିକୁ ଆଣିଥିଲେ। ତେବେ ନାବାଳିକା ଜଣକ କିଛି କହିପାରୁ ନ ଥିବା ତଥା ନୀରବ ରହୁଥିବା ଯୋଗୁ ତାଙ୍କ ପରିଚୟ ମିଳି ପାରି ନାହିଁ। ତାଙ୍କୁ ଚିକିତ୍ସା ଲାଗି ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ଜିଲା ଶିଶୁ ମଙ୍ଗଳ ସମିତିର ପରାମର୍ଶକ୍ରମେ ଚାଇଲ୍ଡ ଲାଇନ ଓ ସଖୀ ସଂସ୍ଥାର ସଦସ୍ୟମାନେ ଭିମସାର, ବୁର୍ଲା ଡାକ୍ତରଖାନାକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନନ୍ଦିନୀ ଥିଲେ ସାଲିସବିହୀନ ନେତ୍ରୀ’

ଢେଙ୍କାନାଳ ଅଫିସ, ୧୦।୬ – ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ତଥା ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ସମାରୋହ ଢେଙ୍କାନାଳ ଜୟଗୋପାଳ ସାହିସ୍ଥିତ...

ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର

ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ...

ଭଙ୍ଗାଘରେ ଦିନ କାଟୁଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା

ପୁରୀ ଅଫିସ,୨୭।୭:ସେ ହେଉଛନ୍ତି ବିଶ୍ୱକର୍ମା। ତାଳଧ୍ୱଜ ରଥର ମୁଖ୍ୟ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଭବ୍ୟ ରଥ। ତାଙ୍କ ହାତ ତିଆରି...

ବିଜ୍ଞାପିତ ଅଞ୍ଚଳ ହେବ ପାଲଲହଡ଼ା: ମନ୍ତ୍ରୀ

ପାଲଲହଡ଼ା/ପବିତ୍ରନଗର, ୨୪ା୧୦(ଡି.ଏନ.ଏ.) – ରାଜ୍ୟ ପଞ୍ଚାୟତିରାଜ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପାଲଲହଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ...

ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ...

ଅବହେଳା ପାଇଁ ଆଖି ବୁଜିଲେ ଛାତ୍ରୀ: କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ପରିବାର ଲୋକେ

ସିମୁଳିଆ, ୮।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମ୍ନୀ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅପରାହ୍ନ ୫ଟା...

ଜଜାଙ୍ଗ ଖଣିରେ ବିଦ୍ରୋହସହସ୍ରାଧିକ ଶ୍ରମିକ ବନ୍ଦ କଲେ ଖଣିବ୍ୟାପକ ପୋଲିସଫୋର୍ସ ମୁତୟନ

ଯୋଡ଼ା, ୨୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ସହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଉକ୍ତ...

ତ୍ରୁଟିପୂର୍ଣ୍ଣ ନିର୍ମାଣ ସାଜିଛି ଦୁର୍ଘଟଣା କାରଣ

ରସୁଲପୁର,୧୧।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦିନକୁ ଦିନ...

Coronavirus Update

Archives

Model This Week

Why Dharitri