ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିଲେ ସାମିଲ ହୋଇଥିଲେ ଅରବାଜଙ୍କ ପୂରା ପରିବାର। ସଲମାନ ନିଜ ତଥାକଥିତ ଗର୍ଲ ଫ୍ରେଣ୍ଡ୍‌ ଲୁଲିଆଙ୍କ ସହ ପାର୍ଟିକୁ ଆସିଥିଲେ। ଗୋଟିଏ କାରରେ ଉଭୟଙ୍କୁ ଓହ୍ଲାଇବା ଦେଖି ଫଟୋଗ୍ରାଫର୍ସଙ୍କ ଭିଡ ଜମିଥିଲା। ଅରବାଜଙ୍କ ପାର୍ଟିରେ ତାଙ୍କ ସାବତ ମା’ ହେଲେନ ଏବଂ ମା’ ସଲମା ମଧ୍ୟ ନଜର ଆସିଥିଲେ। ସଲମାନଙ୍କ ପରିବାରର ପ୍ରତି ଉତ୍ସବରେ ଲୁଲିଆଙ୍କୁ ଦେଖିବାକୁ ମିଳେ। ନିକଟରେ ସଲମାନଙ୍କ ବନ୍ଧୁ ନଦିମଙ୍କ ମା’ ଦେହାନ୍ତରେ ଉଭୟ ଏକାଠି ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’

ବମ୍ବେ: ଇଦ୍‌ରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି...

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ...

ମା’ଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଲେଖିଲେ ଏମିତି…

ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ରଣାୱତ ଅନ୍ୟତମ। ପ୍ରତ୍ୟେକ ପ୍ରସଙ୍ଗରେ ସେ ନିଖୁଣ ଭାବରେ ତାଙ୍କର ମତ ରଖିଥାନ୍ତି। ଏହି...

‘ଆଶ୍ରମ’ ଓ୍ବେବ୍‌ ସିରିଜ୍‌ ନାଁ ବଦଳାଇବାକୁ ଦାବି

ଭୋପାଳ, ୨୬।୧୦: ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଓ୍ବେବ୍‌ ସିରିଜ୍‌ ‘ଆଶ୍ରମ’ର ନାମ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ରବିବାର ବଜରଙ୍ଗ ଦଳ କର୍ମୀମାନେ ଶୁଟିଂ ସେଟ୍‌ରେ...

ନିଜ ଭୁଲ ପାଇଁ ପଶ୍ଚାତାପ କଲେ ଅକ୍ଷୟ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ରବିବାର ଜାମିଆ ନଗର ଓ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି...

ନୋରାଙ୍କ ଅପସରା ଲୁକ୍‌

ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍‌ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ...

କରଣଙ୍କୁ ଆଇକନ୍‌ ଆଓ୍ବାର୍ଡ

ଲଣ୍ଡନ ୧୨ା୭: ସିନେଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଆସିଫ୍‌ କପାଡିଆଙ୍କୁ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ(ଏଲ୍‌ଆଇଏଫ୍‌ଏଫ୍‌)ରେ ଆଇକନ୍‌...

ଲାଇଭ୍‌ ଶୋ’ ବେଳେ ଟଳିପଡିଲେ ପ୍ରଖ୍ୟାତ ଗାୟକ

ମାଲାୟାଲମ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଏଡଭା ବଶିରଙ୍କ ପରଲୋକ ଘଟିଛି। ଏକ ଲାଇଭ୍‌ ଶୋ’ ବେଳେ ସେ ଷ୍ଟେଜ୍‌ ଉପରେ ଟଳିପଡିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ...

Advertisement
Archives

Model This Week