ଅମିତାଭଙ୍କ ସହ ଫଟୋ ଶେୟାର କଲେ ଶତ୍ରୁଘ୍ନ: କହିଲେ, ‘ବନ୍ଧୁତା ଅତୁଟ ରହୁ’

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା ବଲିଉଡ୍‌ର ଦୁଇ ଖ୍ୟାତନାମା କଳାକାର। ୭୦ ଦଶକର ଏହି ଦୁଇଜଣଙ୍କ ବନ୍ଧୁତା ଉପରେ ଆଜିପର୍ଯ୍ୟନ୍ତ କାହାର ନଜର ଲାଗିନାହିଁ। ଯଦିଓ ଦୁଇଜଣଙ୍କ ମଧ୍ୟରେ ତୁ ତୁ ମେ ମେ କିଛିଦିନ ଧରି ଚାଲିଥିଲା। ତଥାପି ବନ୍ଧୁତା ବଜାୟ ରଖିଛନ୍ତି ଏହି ଦୁଇ କଳାକାର। ‘କଳାପଥର’, ‘ଦୋସ୍ତାନା’ ଏବଂ ‘ଶାନ୍‌’ ପରି ସୁପରହିଟ୍‌ ଫିଲ୍ମରେ ଏକାସାଙ୍ଗରେ ଦୁଇଜଣ କାମ କରିଛନ୍ତି। ଅନ୍‌ସ୍କ୍ରିନ୍‌ରେ ଦୁଇଜଣଙ୍କ କେମେଷ୍ଟ୍ରି ବହୁତ ଭଲ। ଶତ୍ରୁଘ୍ନ ସୋସିଆଲ ମିଡିଆରେ ଅମିତାଭଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ସେ କ୍ୟାପଶନ୍‌ ଲେଖିଛନ୍ତି, ‘ ଏ ବନ୍ଧୁତା ଆମର ସବୁଦିନ ପାଇଁ ଅତୁଟ ରହୁ।’ ଏହି ଫଟୋରେ କିଛି ଫ୍ୟାନ୍‌ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ପୁଣି ଲଢ଼େଇ ଆରମ୍ଭ ହୋଇଗଲା କି ବୋଲି କିଛି ଫ୍ୟାନ୍‌ ଲେଖିଥିବା ବେଳେ ଆଉ କିଛି ଲେଖିଛନ୍ତି ଟୁଇଟର୍‌ରେ କେହି କାହାକୁ ଫଲୋ କରୁ ନ ଥିବାରୁ ରାଗରୋଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଶିଖୁଛନ୍ତି ସୋନମ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି ।...

ଆଇପିଏଲ ବିବାଦ ପରେ ଅନୁଷ୍କାଙ୍କ ସହ ମନ୍ଦିର ପହଞ୍ଚିଲେ ବିରାଟ କୋହଲି, ୟୁଜର୍ସ କହିଲେ ପ୍ରଥମେ ଲଢେଇ କର ପୁଣି ମନ୍ଦିର ଯାଅ

ନୂଆଦିଲ୍ଲୀ,୩।୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ଅନୁଷ୍କାଙ୍କ ଜନ୍ମଦିନରେ ପତି ତଥା କ୍ରିକେଟର ବିରାଟ କୋହଲି...

ଦୀପିକାଙ୍କ ସହ ବିଶ୍ୱାସଘାତକତା କରିଥିଲେ ରଣବୀର

ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ। ଆଜି ହେଉଛି ତାଙ୍କର ୩୫ତମ ଜନ୍ମଦିନ। ଦୀପିକା ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର...

ବୋଲ୍ଡ ଲୁକ୍‌ରେ ‘ଦୟା ବେନ୍‌’; ଭିଡିଓ ଦେଖି ଲୋକେ କହୁଛନ୍ତି…

ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର...

ବ୍ୟକ୍ତିଗତ ବିମାନଠାରୁ ଆରମ୍ଭ କରି ହୋଟେଲ ଆଦି କିଣିବାକୁ ଚାହୁଁଥିଲେ ରିୟା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁଜଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ପ୍ରେମିକା ତଥା ଅଭିନେତ୍ରୀ ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କୃଷ୍ଣ କୁମାର...

୫୦ କୋଟି କ୍ଲବ୍‌ରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’

ମୁମ୍ବାଇ: ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’। ଛ’ ଦିନ ରିଲିଜ୍‌ ପରେ ଫିଲ୍ମ ୫୦ କୋଟି...

ଦୀପିକାଙ୍କୁ ପିଠିରେ ବସାଇ ପୁଶ୍‌ଅପ୍‌ ମାରିଲେ ଏହି ଅଭିନେତା

ଟିଭି ସିରିଏଲ ସସୁରାଲ୍‌ ସିମର୍‌ ଫେମ୍‌ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍‌ନେସ୍‌କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍‌...

ଆୱାର୍ଡ ଶୋ’କୁ ନେଇ ରାଗିଲେ ଶୈଫ

ମୁମ୍ବାଇ: ବଲିଉଡ୍ ନୱାବ ଶୈଫ ଅଲି ଖାଁ ଖୋଲାଖୋଲି କଥା ହେବାକୁ ପସନ୍ଦ କରନ୍ତି । ନେପୋଟିଜମକୁ ନେଇ ନିଜର ମତ ରଖିଥିବା ଏହି ନାୟକ...

Advertisement
Archives

Model This Week