ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ

ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର ଅନ୍ୟ ୫ ସଦସ୍ୟ ଓ ଘରେ କାମ କରୁଥିବା ୧୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ମୋହନାଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର, ଯାଆ ଏବଂ ତାଙ୍କର ୫ ବର୍ଷର ପୁଅ କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଋଷିକେଷର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏ ନେଇ ମୋହନା ଦୁଃଖ ପ୍ରକାଶ କରାବା ସହ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ଶୋଇପାରୁ ନାହିଁ। ଏହି ଦିନ ଆମପାଇଁ ସବୁଠାରୁ କଷ୍ଟକର। ବିଶେଷକରି ଆମ ପୁଅ ଏବଂ ବୟସ୍କଙ୍କ ପାଇଁ । ଆଶା କରୁଛି ଏହା ଖୁବ୍‌ଶୀଘ୍ର ଶେଷ ହୋଇଯିବ ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଅମିତାଭ ବଚ୍ଚନଙ୍କ ନାତୁଣି ନବ୍ୟା

ସାରା ଦେଶରେ କରୋନା ଭାଇରସକୁ ନେଇ ଲକଡାଉନ ଜାରି ହୋଇଛି। ଏହି ସମୟରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ କଳାକାରମାନେ ସୋସିଆଲ ମିଡିଆ ମାଧ୍ୟମରେ...

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌...

ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ...

ହୋଲି ପୂର୍ବରୁ ରଙ୍ଗ ଖେଳିଲେ ବଲିଉଡ୍‌ର ନୂଆ ଲଭ୍‌ବାର୍ଡ

ବମ୍ବେ: ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନଙ୍କ ଏକଦା ପ୍ରେମିକା ଥିବା କଟ୍ରିନା କୈଫ୍‌ ଏବେ ଆଉ ଜଣଙ୍କ ପ୍ରେମରେ। ସେ ଆଉ କେହି ନୁହନ୍ତି, ଅଭିନେତା ବିକ୍କି...

ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ...

ଅଫିସର

ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର...

‘କଲ୍‌ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ

ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ‘କଲ୍‌ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍‌ ନିର୍ଦ୍ଦେଶକ...

ମଲାଇକାଙ୍କ ଫଟୋ ଦେଖି କେଡିଟ୍‌ ମାଗିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ଆଇଟମ୍‌ ଗାର୍ଲ ତଥା ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟିଂ କରୁଛନ୍ତି। ଦୁହିଁଙ୍କୁ ନେଇ ବି ଟାଉନରେ ସବୁବେଳେ...

Coronavirus Update

Archives

Model This Week

Why Dharitri