ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗରେ ନିମଗ୍ନ ବଲିଉଡ୍‌ର କିଛି ସେଲିବ୍ରିଟି

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସାଧାରଣତଃ ଲୋକେ ସୁସ୍ଥ ରହିବାକୁ ଯୋଗ କରିଥାନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ସୁସ୍ଥ ଏବଂ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି। ଜାଣନ୍ତୁ ଏପରି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ…

ଉର୍ବଶୀ ରୌତେଲା: ନିଜର ଗ୍ଲାମରସ୍‌ ଲୁକ୍‌ ପାଇଁ ଉର୍ବଶୀ ବେଶ୍‌ ଜଣାଶୁଣା। ତାଙ୍କର ଏହି ସୌନ୍ଦର୍ଯ୍ୟର ରାଜ୍‌ ହେଲା ସେ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି।

ମଲ୍ଲିକା ଶେରାଓ୍ବତ୍‌: ମଲ୍ଲିକା ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ କରିଥାନ୍ତି। ସେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଏହା ମୋ’ ଅଭ୍ୟାସ।

କଙ୍ଗନା ରାଣାଓ୍ବତ୍‌: ସର୍ବଦା ଫିଟ୍‌ ରହିବା ପାଇଁ କଙ୍ଗନା ଯୋଗ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।

କରୀନା କପୁର: ଜୀବନରେ ସୁସ୍ଥ ରହିବାକୁ ହେଲେ ଯୋଗ ହିଁ ଏକମାତ୍ର ବିକଳ୍ପ ବୋଲି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ବିଶ୍ୱାସ କରନ୍ତି। ତେଣୁ ସେ ପ୍ରତିଦିନ ଯୋଗାଭ୍ୟାସରୁ ଜୀବନଚର୍ଯ୍ୟା ଆରମ୍ଭ କରିଥାନ୍ତି।

ଶିଳ୍ପା ସେଟ୍ଟୀ: ଯୋଗାଭ୍ୟାସରେ ଶିଳ୍ପା କେତେ ନିମଗ୍ନ ରହିଥାନ୍ତି ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ପ୍ରତିଦିନ ଯୋଗ କରିବାକୁ ସେ ଆଦୌ ଭୁଲି ନ ଥାନ୍ତି। ଖାସ୍‌ ଏଥିପାଇଁ ତ ସେ ତାଙ୍କ ସୌନ୍ଦର୍ଯ୍ୟକୁ ଆଜି ବି ଅକ୍ଷୁଣ୍ଣ ରଖିଛନ୍ତି।
ସେହିପରି ଆଲିଆ ଭଟ୍ଟ, ବିପାଶା ବସୁ, ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌, ରାକ୍ଷୀ ସାଓ୍ବନ୍ତ, ସୋହା ଅଲ୍ଲୀ ଖାନ୍‌, ପୂଜା ପାତ୍ରାଙ୍କ ପରି ଅନେକ ସେଲିବ୍ରିଟି ଯୋଗାଭ୍ୟାସ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିବି ଲକ୍‌ଅପ୍‌ରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ

କ୍ରୁଜ୍‌ରେ ଡ୍ରଗ୍ସ ଏବଂ ରେଭ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଏକ କୋର୍ଟ ଆର୍ୟନଙ୍କ ସମେତ ତିନି ଅଭିଯୁକ୍ତଙ୍କ...

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ, ୩୦ା୧୨: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟୁଇଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ କବିତା ପୋଷ୍ଟ...

କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ, ଶାହରୁଖ ମଧ୍ୟରେ ଲାଗିଥିଲା ବିବାଦ

ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଏକଦା ସେମାନଙ୍କୁ ଭଲ ବନ୍ଧୁ କୁହାଯାଉଥିବା ବେଳେ ପରେ କୌଣସି କାରଣ...

ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସଲ୍ଲୁ ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀ ଲଞ୍ଚ କରିବା ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ...

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

ବଲିଉଡ୍‌ ନାୟକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନିଷ୍କ

ମୁମ୍ବାଇ: ମିସ୍‌ ଇଣ୍ଡିଆ ଓ୍ବାର୍ଲଡ ଓ୍ବାଇଡ୍‌ ୨୦୧୯ର ମୁକୁଟ ପିନ୍ଧିଥିବା ତନିଷ୍କ ଶର୍ମା ଏବେ ଅଛନ୍ତି ଚର୍ଚ୍ଚାରେ। ଆଉ ଏବେ ଏହି ସୁନ୍ଦରୀ ବଲିଉଡ୍‌ରେ କାମ...

ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକ

ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ...

ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ

ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ...

Advertisement
Archives

Model This Week