ଅଧାରୁ ଅଧିକ ଜନସଂଖ୍ୟା ଘରେ ବନ୍ଦ: ପୃଥିବୀର କମ୍ପନ ୩୦ରୁ ୫୦ ପ୍ରତିଶତ ହେଲା କମ୍ !

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ସାରା ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ଲକ୍‌ଡାଉନ୍‌ରେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏହାଯୋଗୁ ପୃଥିବୀରେ ବିଭିନ୍ନ ଯାନବାହାନ ଚଳାଚଳ ଯୋଗୁ ସୃଷ୍ଟି ହେଉଥିବା କମ୍ପନ ୩୦ରୁ ୫୦ ପ୍ରତିଶତ କମ୍ ହୋଇଛି । ଏନେଇ ବେଲଜିୟମ୍‌ର ରୟାଲ ଅବଜରଭରଟୋରୀର ଭୂବିଜ୍ଞାନୀମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । ଲକ୍‌ଡାଉନ୍ ଯୋଗୁ ବହୁ ଶିଳ୍ପସଂସ୍ଥା ବନ୍ଦ ରହିଛି । ଏଥିରେ ଥିବା ମେଶିନ୍ କାର୍ଯ୍ୟ କରିବା ସମୟରେ ସୃଷ୍ଟି ହେଉଥିବା କମ୍ପନ ମଧ୍ୟ ବନ୍ଦ ରହିଛି ବୋଲି ଭୂବିଜ୍ଞାନୀ ଥୋମାସ୍ ଲିକୋକ୍ କହିଛନ୍ତି । ଲକ୍‌ଡାଉନ୍ ଯୋଗୁ ୪୦୦ କୋଟିରୁ ଅଧିକ ଲୋକଙ୍କ ଜୀବନ ଏବେ ଘରେ ବିତୁଛି । ତେବେ ଏହାର ସକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡୁଛି ବୋଲି ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦...

ଚାଇନାର ନୂତନ ମାନଚିତ୍ରକୁ ବିରୋଧ କଲା ଜାପାନ

ଟୋକିଓ,୬।୯: ଗତ ମାସରେ ଚାଇନା ଦ୍ୱାରା ପ୍ରକାଶିତ ନୂତନ ମାନଚିତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି। ଏଥିରେ ପୂର୍ବ ଚାଇନା ସାଗରର ବିବାଦୀୟ ସେନକାକୁ ଦ୍ୱୀପପୁଞ୍ଜକୁ...

ମେଲାନିଆଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ସ୍ଲୋଭେନିଆ,୯।୭: ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ଏକ କାଠ ପ୍ରତିମୂର୍ତ୍ତି ତାଙ୍କ ସହର ସ୍ଲୋଭେନିଆର ସେଭେନିକାଠାରେ ସ୍ଥାପିତ ହୋଇଥିଲା। ଏହି ପ୍ରତିମୂର୍ତ୍ତିକୁ ଜୁଲାଇ ୪...

ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ...

ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…

ସ୍ପେନ୍‌: ୨୦୦ ବର୍ଷ ଧରି ସ୍ପେନ୍‌ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍‌ ଫେଷ୍ଟିଭାଲ୍‌ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା...

ଖୁବ୍‌ଶୀଘ୍ର ସମଗ୍ର ବିଶ୍ୱରୁ ଶେଷ ହୋଇଯିବ ସୁନା, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସାଧାରଣତଃ ଯେ କୌଣସି ପୂଜା ପାର୍ବଣ ପଡ଼ିଲେ ସୁନା କିଣାବିକାର ଚାହିଦା ଟିକେ ବଢ଼ିଯାଇଥାଏ। ବିଶେଷକରି ଦୁର୍ଗାପୂଜା, ଧନନ୍ତ୍ୱରୀ,...

ଆତଙ୍କବାଦ ନେଇ ଦୁଇ ପ୍ରକାର ମାନଦଣ୍ଡ ଆପଣେଇବା କ୍ଷତିକାରକ, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା, ୧୦।୮ : ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦ କାର୍ଯ୍ୟକଳାପ ନେଇ ଭାରତ ପୁଣିଥରେ ବିଶ୍ୱ ସମୁଦାୟକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ...

ଲୁନା-୨୫ର ବିଫଳତାରେ ଚାଇନାକୁ ବି ଲାଗିଲା ଝଟ୍‌କା

ବେଜିଂ/ମସ୍କୋ,୨୨।୮:ରୁଷିଆର ଚନ୍ଦ୍ର ମିଶନ ଲୁନା-୨୫ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲୁନା -୨୫ର ଦୁର୍ଘଟଣା ରୁଷିଆ ଏବଂ ଚାଇନା ପାଇଁ ଏକ ଝଟକା। ରୁଷିଆ ମିଶନ ପାଇଁ ଚାଇନା...

Advertisement
Archives

Model This Week