ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୧୭।୩(ପି.ଟି.): ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ଟପିଥିବାବେଳେ ସେଠାରେ ତେଜରାତି ଓ ଅନ୍ୟାନ୍ୟ ସାମଗ୍ରୀ ଆଗକୁ ନ ମିଳିବା ଆଶଙ୍କାରେ ଲୋକେ ତାହାକୁ ଗଚ୍ଛିତ କରି ରଖୁଥିବା ଜଣାପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଦେଶରେ ଦୈନନ୍ଦିନ ଆବଶ୍ୟକତା ପାଇଁ ସାମଗ୍ରୀର ଅଭାବ ନାହିଁ ବୋଲି ସେ କହିଛନ୍ତି। ରବିବାର ବିଭିନ୍ନ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ପ୍ରକାଶିତ ଫଟୋରେ ବିଭିନ୍ନ ତେଜରାତି ଦୋକାନରେ ସାମଗ୍ରୀ ସବୁ ଖାଲିହୋଇଯାଇଥିବା ଦେଖିବାକୁ ମିଳିଛି। ୟୁରୋପୀୟ ଦେଶ ଇଟାଲୀ, ସ୍ପେନ୍‌ରେ ଦୋକାନ ବଜାର ବନ୍ଦ ହୋଇଯାଇଛି। ଏହାର ପ୍ରଭାବ ଆମେରିକୀୟଙ୍କ ଉପରେ ପଡ଼ିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଭୀତ ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲାଣି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଏହାକୁ ନେଇ ପ୍ରତିଥର ସେ ଏମିତି କିଛି କାମ କରୁଛି...

୨୦୨୩ରେ ଚାଇନାକୁ ଟପିବ ଭାରତ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚାଇନାରେ ବସବାସ କରନ୍ତି। ବିଶ୍ୱ ଜନସଂଖ୍ୟାରେ ଚାଇନା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏହାପଛକୁ ଅର୍ଥାତ୍‌ ଦ୍ୱିତୀୟରେ...

ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ଧମକ…

ଇସଲାମାବାଦ୍‌,୩୧।୧୦: ଆତଙ୍କବାଦୀ ସଂଗଠନ ଆଇଏସ-ଖୋରାସାନ (ଆଇଏସ-କେ) ସାରା ବିଶ୍ୱରେ ଶାରିଆ ଆଇନ କାର୍ଯ୍ୟକାରୀ କରିବାକୁ ଚାହୁଁଛି। ଏହି ସଂଗଠନ ଚେତାବନୀ ଦେଇଛି ଯେ ବିଶ୍ୱରେ ଯେ...

ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍‌!

କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ...

ଯୁଦ୍ଧକୁ ବିରୋଧ କରି ୪୩୦୦ ଅଟକ

ମସ୍କୋ,୭ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏବେ ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହରରେ ଅତ୍ୟଧିକ ମାତ୍ରାରେ ଆକ୍ରମଣ କରାଯାଉଛି ।...

ବଢ଼ିଲା ଉତ୍ତେଜନା: ଦକ୍ଷିଣ କୋରିଆ ବାୟୁ ସୀମାରେ ଚାଇନା-ରୁଷିଆ ଯୁଦ୍ଧ ବିମାନ…

ସିଓଲ,୩୦।୧୧ : ଦକ୍ଷିଣ କୋରିଆ, ଚାଇନା ଏବଂ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଖବର ମୁତାବକ ଚାଇନା ଏବଂ ରୁଷିଆର...

ପୁଅର ପର୍ନ କଲେକ୍ସଶନ୍‌ ଫୋପାଡ଼ିବାରୁ ବାପାଙ୍କୁ ଏଭଳି ଦଣ୍ଡାଦେଶ

ମିଚିଗାନ,୩୦।୮: ପୁଅର ପର୍ନ କଲେକ୍‌ଶନ(ସଂଗ୍ରହ) ଫୋପାଡ଼ିବା ବାପାଙ୍କୁ ମହଙ୍ଗା ପଡ଼ିଛି। ବାପାଙ୍କୁ କ୍ଷତିପୂରଣ ବାବଦକୁ ୨୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଭଳି...

୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ

ଗ୍ଲାସ୍‌ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍‌ଗୋ ଜଳବାୟୁ...

Advertisement
Archives

Model This Week