Posted inଫୁରସତ

୩୬ ହଜାର କିଲୋମିଟର ପାଦରେ ଚାଲି ବୃଦ୍ଧା ମା’ଙ୍କୁ କରାଇଲେ ତୀର୍ଥଯାତ୍ରା..

ପୁରାଣରେ ଶ୍ରବଣ କୁମାର ଦୃଷ୍ଟି ବାଧିତ ମାତା ପିତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରାଇଥିବା ଉଲ୍ଲେଖ ରହିଛି। ସେହିପରି ମଧ୍ୟପ୍ରଦେଶ ଜବଲପୁରରେ ବାସ କରୁଥିବା କୈଳାସ ଗିରି ବ୍ରହ୍ମଚାରୀ ନାମକ ଜଣେ ଯୁବକ ନିଜ ଦୃଷ୍ଟି ବାଧିତ ମା’ଙ୍କୁ ୩୬ ହଜାର  କିଲୋମିଟର ପାଦରେ ଚାଲି ଚାଲି ଭାରରେ ବୋହି ତୀର୍ଥଯାତ୍ରା କରାଇଛନ୍ତି। କୈଳାସ ୨୦ ବର୍ଷ ତଳେ ନିଜର ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୨୫ରୁ ଅଧିକ ବର୍ଷ ହୋଇଥିଲା। ଏବେ ସେ ୪୫ରୁ ଅଧିକ ବର୍ଷ ବୟସ୍କ ହୋଇଛନ୍ତି। ସେ ମା’ଙ୍କୁ ନେଇ ତୀର୍ଥଯାତ୍ରା ସକାଳ ୬ଟାରୁ ଆରମ୍ଭ କରୁଥିଲେ। ଇତିମଧ୍ୟରେ କୈଳାସ ମା’ଙ୍କୁ  ଦେଶର ସମସ୍ତ ତୀର୍ଥ ସ୍ଥାନ ବୁଲାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri