ଡାଇବେଟିସକୁ ନେଇ କିଛି ଭ୍ରମାତ୍ମକ ତଥ୍ୟ

ବିଶ୍ୱରେ ଡାଇବେଟିସ(ମଧୁମେହ)ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ କବଳିତ କରୁଛି। ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଏ ନେଇ ଖାଦ୍ୟପେୟ ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିଥାଏ। ତେବେ ଡାଇବେଟିସକୁ ନେଇ ଅନେକ ଭ୍ରମାତ୍ମକ ତଥ୍ୟ ମଧ୍ୟ ଦେଇଥାଆନ୍ତି, ଯାହାକୁ ଲୋକେ ସତ୍ୟ ମାନି ନେଇଥାନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

* ଜାଣିଥିବେ ଡାଇବେଟିସ ରୋଗୀଙ୍କୁ ମିଠା ଖାଇବା ଲାଗି ବାରଣ କରାଯାଇଥାଏ । ମାତ୍ର ଏହା  ଠିକ ନୁହେଁ ।ଡାଇବେଟିସ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ। ଏହି ସନ୍ତୁଳିତ ଖାଦ୍ୟରେ ମିଠା ମଧ୍ୟ ସାମିଲ ହୋଇପାରିବ, କିନ୍ତୁ ତାହା ସୁଗାର ଫ୍ରି ହେବା ଜରୁରୀ। ଡାଇବେଟିସ ରୋଗୀଙ୍କ ଲାଗି ବଜାରରେ ଅଲଗା ସୁଗାର ମଧ୍ୟ ମିଳିଥାଏ। ଅନ୍ୟପକ୍ଷେ ଏହି ରୋଗୀ ମିଠା ଖାଇବା ଫଳରେ ରକ୍ତଶର୍କରା ଅନିୟନ୍ତ୍ରିତ ହୋଇଥାଏ। ସେଥିପାଇଁ ଏହାକୁ ଖାଇବା ସମୟରେ ସନ୍ତୁଳନ ରଖିବା ଜରୁରୀ।

* ଏହା ମଧ୍ୟ କୁହାଯାଇଥାଏ ଡାଇବେଟିସ ଆନୁବଂଶିକ କାରଣରୁ ହୋଇଥାଏ। ମାତ୍ର ଖାଦ୍ୟପେୟରେ ଅନିୟମିତତା ରହିଲେ ଏହି ରୋଗ କାହାକୁ ବି ହୋଇପାରେ।

* ଅନେକ ସମୟରେ ଲୋକେ ଭାବିଥାନ୍ତି ଡାଇବେଟିସ ରୋଗୀ ଫଳ ଖାଇବା ଭଲ। ଏହା ଯେକୌଣସି ଫଳ ହେଇଥାଉନା କାହିଁକି। ମାତ୍ର ଏହା ଠିକ୍‌ ନୁହେଁ । ଫଳରେ ପ୍ରାକୃତିକ ଉପାୟରେ ଶର୍କରା ରହିଥାଏ । ତେବେ ଯେଉଁ ଫଳରେ ଶର୍କରା ମାତ୍ରା କମ୍‌ ଥାଏ, ତାହା ଖାଇବା ଜରୁରୀ
* ଆହୁରି ମଧ୍ୟ ଶୁଣାଯାଏ, ଡାଇବେଟିସ କେବଳ ମୋଟା ଲୋକଙ୍କୁ ହୋଇଥାଏ। ମାତ୍ର ଏହା ସତ୍ୟ ନୁହେଁ। ଜୀବନଶୈଳୀ ପରିବର୍ତ୍ତନ, ଚିନ୍ତା କାରଣରୁ ଏହା ଯେ କୌଣସି ଲୋକଙ୍କୁ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri