ଡାଇବେଟିସକୁ ନେଇ କିଛି ଭ୍ରମାତ୍ମକ ତଥ୍ୟ

ବିଶ୍ୱରେ ଡାଇବେଟିସ(ମଧୁମେହ)ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ କବଳିତ କରୁଛି। ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଏ ନେଇ ଖାଦ୍ୟପେୟ ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିଥାଏ। ତେବେ ଡାଇବେଟିସକୁ ନେଇ ଅନେକ ଭ୍ରମାତ୍ମକ ତଥ୍ୟ ମଧ୍ୟ ଦେଇଥାଆନ୍ତି, ଯାହାକୁ ଲୋକେ ସତ୍ୟ ମାନି ନେଇଥାନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

* ଜାଣିଥିବେ ଡାଇବେଟିସ ରୋଗୀଙ୍କୁ ମିଠା ଖାଇବା ଲାଗି ବାରଣ କରାଯାଇଥାଏ । ମାତ୍ର ଏହା  ଠିକ ନୁହେଁ ।ଡାଇବେଟିସ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ। ଏହି ସନ୍ତୁଳିତ ଖାଦ୍ୟରେ ମିଠା ମଧ୍ୟ ସାମିଲ ହୋଇପାରିବ, କିନ୍ତୁ ତାହା ସୁଗାର ଫ୍ରି ହେବା ଜରୁରୀ। ଡାଇବେଟିସ ରୋଗୀଙ୍କ ଲାଗି ବଜାରରେ ଅଲଗା ସୁଗାର ମଧ୍ୟ ମିଳିଥାଏ। ଅନ୍ୟପକ୍ଷେ ଏହି ରୋଗୀ ମିଠା ଖାଇବା ଫଳରେ ରକ୍ତଶର୍କରା ଅନିୟନ୍ତ୍ରିତ ହୋଇଥାଏ। ସେଥିପାଇଁ ଏହାକୁ ଖାଇବା ସମୟରେ ସନ୍ତୁଳନ ରଖିବା ଜରୁରୀ।

* ଏହା ମଧ୍ୟ କୁହାଯାଇଥାଏ ଡାଇବେଟିସ ଆନୁବଂଶିକ କାରଣରୁ ହୋଇଥାଏ। ମାତ୍ର ଖାଦ୍ୟପେୟରେ ଅନିୟମିତତା ରହିଲେ ଏହି ରୋଗ କାହାକୁ ବି ହୋଇପାରେ।

* ଅନେକ ସମୟରେ ଲୋକେ ଭାବିଥାନ୍ତି ଡାଇବେଟିସ ରୋଗୀ ଫଳ ଖାଇବା ଭଲ। ଏହା ଯେକୌଣସି ଫଳ ହେଇଥାଉନା କାହିଁକି। ମାତ୍ର ଏହା ଠିକ୍‌ ନୁହେଁ । ଫଳରେ ପ୍ରାକୃତିକ ଉପାୟରେ ଶର୍କରା ରହିଥାଏ । ତେବେ ଯେଉଁ ଫଳରେ ଶର୍କରା ମାତ୍ରା କମ୍‌ ଥାଏ, ତାହା ଖାଇବା ଜରୁରୀ
* ଆହୁରି ମଧ୍ୟ ଶୁଣାଯାଏ, ଡାଇବେଟିସ କେବଳ ମୋଟା ଲୋକଙ୍କୁ ହୋଇଥାଏ। ମାତ୍ର ଏହା ସତ୍ୟ ନୁହେଁ। ଜୀବନଶୈଳୀ ପରିବର୍ତ୍ତନ, ଚିନ୍ତା କାରଣରୁ ଏହା ଯେ କୌଣସି ଲୋକଙ୍କୁ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri