Posted inଫୁରସତ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। ସବୁ ଫୁଲଠାରୁ ନିଆରା ଏହି ଫୁଲ। ଏହାର ବିଶେଷତ୍ତ୍ୱ ହେଉଛି ପାଣି ସଂସ୍ପର୍ଶରେ ଆସିଲେ ଏହି ଫୁଲର ରୂପ ବଦଳିଯାଏ। କୋଶିକା ସଂରଚନା କାରଣରୁ ଫୁଲର ପାଖୁଡ଼ା ଢିଲା ହୋଇଯାଏ। ପାଖୁଡ଼ା ଉପରେ ପାଣି ପଡ଼ିଲେ ଏହି ଫୁଲ ଜଳଛାୟା ପରି ଦେଖାଯାଇଥାଏ। ଏପରି ଫୁଲ ଜାପାନର ପାହାଡ଼ିଆ ଅଞ୍ଚଳରେ ବହୁଳମାତ୍ରାରେ ଦେଖିବାକୁ ମିଳିଥାଏ। ସେଠାକାର ଲୋକେ ଏହାକୁ ସ୍କେଲିଟନ୍‌ ଫ୍ଲାଓ୍ବାର ବି କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri