ଡ୍ରେନ୍‌ ଭିତରେ ପାଏନ୍‌ ପାଇପ୍‌, ରୋଗ୍‌ ଆଶଁକା

ମନମୁଣ୍ଡା, ୭।୬ (ଡି.ଏନ.ଏ): ବୌଦ୍ଧ ଜିଲା ମନମୁଣ୍ଡାକେ ବହୁତ ବଛର ହେଲା ପାଇପ୍‌ ପାଏନ୍‌ ଯୁଗାବାର ବେବସ୍‌ତା ହେଇଛେ। ହେଲେ କମ୍‌ ପାଓ୍ବାରର ମୋଟର ଲାଗି ସହରକେ ଠିକ୍‌ ହିସାବେ ପାଏନ୍‌ ସପ୍ଲାଏ ନାଇଁ ହେଇପାରବାର। ସେନ୍‌ତା ଫିଲଟର ବେବସ୍‌ତା ନାଇଁଥିବାର ଲାଗି ତେଲନଦୀରୁ ସିଧାସଲଖ ଦୂଷିତ ପାଏନ୍‌ ଆସୁଛେ। ଇତାର ବାହାରେ ପଏନ୍‌ ପାଇପ୍‌ ମାନ୍‌ ଏନ୍‌ଏଚ୍‌-୫୭ ତରେ ଡ୍ରେନ୍‌ ଭିତରେ ଯାଇଛେ। ଭବିଷତରେ ପାଇପ୍‌ ମୁରଚା ଖାଇ କଣା ହେଲେ ସେଥ୍‌ରେ ଡ୍ରେନ୍‌ ପାଏନ୍‌ ଢୁକ୍‌ବାର କିଛି ବଡ଼କଥା ନୁହେ। ଇ ବାବ୍‌ଦେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଏକଜିକ୍ୟୁଟିଭ ଇଞ୍ଜିନିୟର ମନହାରି ବାବୁକୁଁ ପଚରାଲାରୁ ଇ ବାବ୍‌ଦେ ମୁଇଁ ନାଇଁ ଜାନି, ଏହେଦେ ଲୋକ୍‌ ପାଏନ୍‌ ପାଉଥାଉନ୍‌। କ୍ୟାଚମେଣ୍ଟ ପ୍ଲାନ କଲା ଉତାରୁ ଅଲଗ ପଦକ୍ଷେପ ନିଆଯିବା ଆର ପାଇପ ବଦଲାକେ ପଡ଼ଲେ ଦେଖାଯିବା ବଲି ସେ କହିଥିଲେ।

ଇମାନେ ଯାହା କହିଛନ୍‌…
-ଡ୍ରେନ ଭିତରେ ଲୁକେ ପାଇଖାନା, ଗାଧୁଆ ପାଏନ୍‌ ଛାଡୁଛନ୍‌, ଅସକଟିଆ ଲାଗୁଛେ। ଏନ୍‌ତା ପାଏନ୍‌ ପିଇଲେ ବେମାରସେମାର ହେବା, ପାଇପ ବଦଲାବାର କଥା।-ନିରଞ୍ଜନ କର୍ଣ୍ଣ, ସଭାପତି, ମନମୁଣ୍ଡା ଭାଜପା
-ଡ୍ରେନ ଭିତରେ ପାଇପ ଯାଇଥିବାଲାଗି ମନଭିତରେ ଗୁଟେ ବିକାର ରହୁଛେ। ଦିହିପା ଲାଗି ବି ଭଲ ନୁହେ, ହେଟା ବଦଲାବାର ଚାହି।-ପଦାରବିନ୍ଦ ମେହେର, ମନମୁଣ୍ଡା
-ବିଭାଗୀୟ କତୁରପକ୍ଷକଁର ଖାମଖିଆଲି ମନଭାବ, ଦୂରଦୁରୁଷ୍‌ଟି ଅଭାବ ଲାଗି ଏନ୍‌ତା ଅବସ୍‌ତା ହେଇଛେ। ଡ୍ରେନ୍‌ରୁ ପାଇପ୍‌ ବାହାର କରିଦେବା କଥା।-ମୃତ୍ୟୁଞ୍ଜୟ ମେହେର, ମନମୁଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri