କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ଗୁରୁବାର ହାଟସ୍ଥଳ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସାପ୍ତାହିକ ହାଟ ହେଉଥିବାରୁ ଆଖପାଖ ଅଞ୍ଚଳର ଚାଷୀମାନେ ନିଜ ଦ୍ୱାରା ଅମଳ ହୋଇଥିବା ପନିପରିବା ଏଠାକୁ ଆଣି ବିକ୍ରି କରିଥାନ୍ତି। ଫଳରେ ଲୋକେ ମାର୍କେଟ ତୁଳନାରେ କମ୍‌ ଦରରେ ତଟକା ପନିପରିବା ପାଉଥିଲେ। କରୋନା କଟକଣା ଯୋଗୁ ଏହାକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ

ଦିଗପହଣ୍ଡି/ପାଟପୁର,୨।୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ...

ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର...

ଏକଜିଟ ପୋଲ୍‌ ଉପରେ ଏଭଳି ବୟାନ ରଖିଲେ ଜୟନାରାୟଣ: ଏଥର ବିଧାନସଭାରେ…

ସମ୍ବଲପୁର,୨।୬: ୨୦୨୪ ନିର୍ବାଚନକୁ ନେଇ ବୁଥ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆସିଥିବା ଏକଜିଟ ପୋଲ୍‌ ଉପରେ ବଡ ବୟାନ ରଖିଛନ୍ତି ଭାଜପା ବିଧାୟକ ଜୟନାରାୟଣ...

ବାଲିଗୁଡ଼ାର ଦୁଇଟି ସ୍ଥାନରେ ହେବ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଓଡ଼ିଶାରେ ଆସନ୍ତା ୪ ତାରିଖରେ ଭୋଟ୍‌ ଗଣତି ହେବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ...

ସ୍କୁଟିରେ ଯାଉଥିବା ବେଳେ ଉପରେ ପଡ଼ିଲା ନଡ଼ିଆ ଗଛ, ଦୁଇ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର

ନିମାପଡ଼ା,୨ା୬(ବିଚିତ୍ରାନନ୍ଦ ସାହୁ): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ଚିତରା କେନାଲ ବନ୍ଧ ରାସ୍ତାରେ ଏକ ନଡ଼ିଆ ଗଛ ଉପୁଡ଼ି ପଡ଼ି ସ୍କୁଟି...

ଡାକ୍ତରଙ୍କୁ ଅପହରଣ, ଘଟଣାସ୍ଥଳରୁ ମାଓବାଦୀଙ୍କ ଚିଠି

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଶନିବାର ବିଳମ୍ବିତ ରାତିରେ ଅପହରଣ କରିନେଇଥିବା ଜଣାପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ...

ନଦୀରେ ସଫା କରୁଥିବା ବେଳେ ମାରିଲା ବାତ, ଚାଲିଗଲା ସୁନା ବ୍ୟବସାୟୀଙ୍କ ଜୀବନ

ପଟ୍ଟାଙ୍ଗି,୨ା୬(ଶରତ ଧଳ): ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ ଆସିବ କେହି କହିପାରିବେ ନାହିଁ। ଠିକ୍‌ ସେମିତି ଜଣେ ବ୍ୟକ୍ତି ଲୁଗାପଟା ସଫା କରୁଥିବା ବେଳେ...

ପୁଅର କୋଟୁରି ଚୋଟରେ ମା’ ଗୁରୁତର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର ବୁଲୁ ଦାସଙ୍କ କାତି ଚୋଟରେ ମା’ ପଦ୍ମିନୀ ଦାସ ଗୁରୁତର ହୋଇଥିବା ପୋଲିସ କହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri