ଏଇ ଭାରତରେ

ଅଲ୍ଲାମା ଇକ୍‌ବାଲ୍‌ଙ୍କ ସଙ୍ଗୀତର ପ୍ରତ୍ୟେକ ପଂକ୍ତିରେ ଭରି ରହିଥିବା ରାଷ୍ଟ୍ରୀୟ ଭାବନା ସ୍ପର୍ଶ କରିଛି ଧର୍ମନଗରୀ ଅଯୋଧ୍ୟାର ଏକ ଜେଲ୍‌ରେ ବନ୍ଦୀ ଥିବା ଅଶ୍‌ରଫ ଅଲିଙ୍କୁ। ସେ ନିଜ ତୂଳୀରେ ରାମାୟଣର ଭିତ୍ତିଚିତ୍ର ଆଙ୍କି ଆଧ୍ୟାମତ୍ିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଭଗବାନ୍‌ ରାମଙ୍କ ଜୀବନ ସହ ଜଡିତ ପ୍ରସଙ୍ଗଗୁଡିକୁ ଚିତ୍ର ମାଧ୍ୟମରେ ସାକାର କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ଚିତ୍ର ଆଙ୍କିବାରେ ଅଶରଫଙ୍କୁ ତାଙ୍କ ସାଥୀ ବନ୍ଦୀମାନେ ସହଯୋଗ କରୁଛନ୍ତି। ଜେଲ୍‌ ପ୍ରଶାସନ ବନ୍ଦୀମାନଙ୍କ ମନରେ କଳାମତ୍କ ଭାବନା ବଢାଇବା ତଥା ସେମାନଙ୍କୁ ଭିତ୍ତିଚିତ୍ରରେ ପାରଙ୍ଗମ କରିବା ପାଇଁ ପ୍ରଶିକ୍ଷଣ ଦେବାର ବନ୍ଦୋବସ୍ତ କରିବା ପରେ ଅଶ୍‌ରଫ ଭଳି ଜଣେ ଚିତ୍ରକର ସାମ୍‌ନାକୁ ଆସିଛନ୍ତି। ଲୋକକଳା କ୍ଷେତ୍ରରେ ପରିଚିତ ଦୀପା ସିଂ ଅଶ୍‌ରଫଙ୍କ ସମେତ ଅନ୍ୟ ବନ୍ଦୀମାନଙ୍କୁ ବିନା ଦେୟରେ ପ୍ରଶିକ୍ଷଣ ଦେଉଛନ୍ତି। ଜେଲ୍‌ର ଅଧୀକ୍ଷକ ବ୍ରଜେଶ କୁମାର ଜେଲର ୪୬ଟି ପାଚେରିକୁ ସେମାନଙ୍କ ପାଇଁ କାନଭାସ କରିଦେଇଛନ୍ତି। ଏଥିରେ ଅଶ୍‌ରଫ ଚିତ୍ର ଆଙ୍କୁଛନ୍ତି। ଏହି ଚିତ୍ର ଆଙ୍କିବା ଦ୍ୱାରା ସେମାନଙ୍କର ମନୋଭାବ ମଧ୍ୟ ସକାରାମତ୍କ ହେଉଛି ବୋଲି କହନ୍ତି ଜେଲ୍‌ ଅଧୀକ୍ଷକ।


Enter your email to get our daily news in your inbox.

All Right Reserved By Dharitri.Com

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri